ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି ମାଷ୍ଟର୍..
Published By: Prangyan Parimita
Last updated: 09 September 2023, 03:03 PM IST
ପ୍ରବଳ ଝଡ଼ବାତ୍ୟା ହେଉଥାଏ.. ଘାଇଁ ଘାଇଁ ପବନକୁ ତୁହାକୁ ତୁହା ବର୍ଷା କାଚୁଥିଲା.. ଅପ-ଲାଇନରେ ଥିବା ଏକ ବଗି ତଳେ ଆଶ୍ରୟ ନେଇଥିଲେ ୮ ଶ୍ରମିକ.. କିନ୍ତୁ ହଠାତ୍ ପବନର ବେଗକୁ ସମ୍ଭାଳି ନପାରି ବଗି ଗୁଡ଼ିକ ଏକ୍ସପ୍ରେସ ଭଳି ଗଡ଼ିବା ଆରମ୍ଭ କରିଥିଲା.. ଆଉ ତା’ପରେ..