୫ଟି ସଚିବଙ୍କ ଜନଶୁଣାଣିକୁ ଅନେକ ରାଜନୈତିକ ବିରୋଧ ଏବଂ ସମାଲୋଚନା କରାଯାଉଛି.. ପାଣ୍ଡିଆନଙ୍କ ପ୍ରତିଶ୍ରୁତି ଯଦି ଏମିତି ଫେଲ୍ ମାରିବ ତେବେ ନିଶ୍ଚିତ ସମାଲୋଚକଙ୍କ ମୁହଁ ଆହୁରି ବଢିଯିବ ଏବଂ ଜନତା ମଧ୍ୟ ନିରାଶ ହେବେ..
Published By: Prangyan Parimita
Last updated: 08 September 2023, 10:20 AM IST
ଝିଅର ବାହାଘର ଦିନ ଶୁଦ୍ଧିକ୍ରିୟା ପାଳିଲେ ପରିବାର ଲୋକ.. ଏପଟେ ପଡ଼ୁଥିଲା ହାତଗଣ୍ଠି.. ସେପଟେ ପିଣ୍ଡଦାନ କରୁଥିଲେ ବାପା ମାଆ..