ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର
Published By: Prangyan Parimita
Last updated: 12 September 2023, 07:42 AM IST
ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍ । ଏଥର ଫାଇନ୍ ନୁହେଁ ବରଂ ଦେଖାସାକ୍ଷାତ୍ କୋର୍ଟରେ ହେବ