ପୁଅକୁ କୁଣ୍ଢେଇ ଭୋ ଭୋ କାନ୍ଦୁଛି ମାଆ.. ସାହି ପଡ଼ିଶା ସମ୍ପର୍କୀୟ ମହିଳା ବି କାନ୍ଦୁଛନ୍ତି.. ଏପଟେ ପୁଅ ବି କାନ୍ଦୁଛି.. ହେଲେ ଏ କାନ୍ଦବୋବାଳି ଦୁଃଖ ଅବସାଦର ନୁହଁ ବରଂ ଖୁସିର.. ହରେଇବାର ଭୟରୁ ବାହାରି ଆସିବା ପରେ, ପୁଣି ଫେରିପାଇବାର ଖୁସିରେ ଏ କାନ୍ଦବୋବାଳି..
ବର୍ଷା ବାତ୍ୟା ଆସିଲେ ଛାତିରେ ଛନକା ପଶେ । ରବୀନ୍ଦ୍ରଙ୍କୁ କେବେ ମିଳିବ ସରକାରୀ ଘର ?
ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା । ତେବେ କରନ୍ତୁ ଏହି ଯୋଗାଭ୍ୟାସ ।
କାହିଁକି ମଣିଷର ମନ ଚଞ୍ଚଳ ହୋଇଥାଏ?
ସାର୍ ଯେତେ ବାଡ଼େଇଲେ ବି ଆୱାଜ ଆସୁନି । ଏକଣ ହେଲା ...
ନୂଆପଡ଼ା ଭାଲେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟ...ସୁନ୍ଦର ସମାଜ ଗଠନ ଉଦ୍ଦେଶ୍ୟରେ ପଞ୍ଚାୟତରେ ଆରମ୍ଭ କଲେ ବର୍ତ୍ତନ ବ୍ୟାଙ୍କ...ଆଉ ଏହାକୁ ଖୁବ୍ ଉତ୍ସାହର ସହ ସହଯୋଗ ବି କରୁଛନ୍ତି ପଞ୍ଚାୟତବାସୀ...
ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ୫୩ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଆତଙ୍କ... ବାରମ୍ବାର NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ...କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଛନ୍ତି ଲୋକେ...
ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା । କୋଇଡାର କଳାହୀରା ମାଙ୍ଗାନିଜକୁ ଲୁଟି ନେଉଛନ୍ତି ଖଣି ମାଫିଆ । ବିଗତ ୨ରୁ ୩ ବର୍ଷ ଧରି କୋଇଡା ଖଣି ଅଞ୍ଚଳର ବନ୍ଦ ଥିବା ଖଣି ବା ବିସ୍ତୀର୍ଣ୍ଣ ଜଙ୍ଗଲରୁ ଖଣିଜ ପଥର ଚୋରି ବଢ଼ି ଚାଲିଛି ।
ଲୋକଙ୍କ ପାଇଁ ଆସୁଥିବା ଟଙ୍କା ଏବେ ହେଉଛି ବାଟମାରଣା। ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛି ଜନସାଧାରଣଙ୍କ ସ୍ୱାର୍ଥ। ନିମ୍ନମାନର କାମ କରି ଠିକାଦାର ହରିଲୁଟ୍ କରିନେଲେ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ...
ଦାଦନରୁ ମିଳିଲା ମୁକ୍ତି..ନିଜେ ସ୍ୱାବଲମ୍ବୀ ସହ ଅନ୍ୟକୁ ବି ଦେଲେ ନିଯୁକ୍ତି ..ଏବେ ଯୁବକଙ୍କ ପାଇଁ ବନିଲେ ଉଦାହରଣ..
ପଞ୍ଚାଙ୍ଗ ଆଧାରରେ ହେଲା ନିଷ୍ପତି..ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିଆଯାଏ ନିର୍ଣ୍ଣୟ..ମହାଶିବ ରାତ୍ରୀରେ ହିଁ ହୁଏ ସବିଶେଷ ନିଷ୍ପତି..
ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶହ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର ।..
ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ..କେବେ ଆରମ୍ଭ ହେବ କାମ..ଉପକୃତ ହେବେ 50 ପଞ୍ଚାୟତର 3 ଲକ୍ଷରୁ ଉର୍ଦ୍ଧ ଲୋକେ..
କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର ।
ବସ୍ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ।
କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ ? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।
ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।
ଦିନକୁ ଦିନ ବଦଳୁଛି ସମୟ । ଏସବୁ ମଧ୍ୟରେ ଆଜି ବି ଚେରମୂଳି ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ଯାହାର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସର୍ବତି ଗ୍ରାମରେ ।
ରାଜରାସ୍ତାରେ ସାଉଥ ସୁପରଷ୍ଟାର । ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ।
ସାମ୍ୱାଦିକ ଭାବେ ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବଗଦାରେ ଭେଟିଥିଲେ, ନିଜ ପରିବାରକୁ । ହାତ ଥରି ଉଠିଥିଲା ଆଉ ଟଳିପଡିଥିଲା କ୍ୟାମେରା । ତାପରେ ଝିଅ ଓ ନାତିକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ।
ଇସ୍ରାଏଲ-ହମାସ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି । ସେଥିପାଇଁ ସହଜରେ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କହିଛି ପାଲେଷ୍ଟାଇନ୍ ।
ଗରିବଙ୍କୁ ଚାଉଳ ନ ଦେଇ ଚଳୁ କରୁଛନ୍ତି ଡିଲର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ...
ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା ।
କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା । କହୁଛନ୍ତି କି ମତେ ରହିବାକୁ ଟିକେ ବାସ ଦିଅ..