• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

nase
ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଇମ୍ରାନଙ୍କ ମନ୍ତବ୍ୟକୁ ନାସିରୁଦ୍ଦିନ ସମାଲୋଚନା କରିଛନ୍ତି, ତା ସତ୍ତ୍ୱେ ନାସିରୁଦ୍ଦିନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଛି। ସହଯୋଗୀ ଅଭିନେତା ଅନୁପମ ଖେର […]

  • Tuesday, 20 July 2021
khusi-up
‘ଖୁସୀ’ କହିବ ବାସ୍ତବ କଥା

ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍‌ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି  ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ ଦୋହଲାଇ ଦେଇଥିବା ବେଳେ ତେଜିବାକୁ ଅାରମ୍ଭ କରିଛି ପ୍ରତିବାଦର ସ୍ୱର । ଅାଉ ଏହି ଅଭିଯାନରେ ନିଜକୁ ସାମିଲ କରିଛି ତରଙ୍ଗ ସିନେ ପ୍ରଡକସନ୍ସ୍। କୋମଳମତି ଝିଅଟିର […]

  • Tuesday, 20 July 2021
rishi kapoor
ଚିକିତ୍ସା ପାଇଁ ଆମେରିକା ଗଲେ ରିଷି କପୁର୍

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ରିଷି କପୁର୍‌ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ଗତକାଲି ଟ୍ୱିଟର୍‌ରେ ରିଷି ଏବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତକୁ ନେଇ ବ୍ୟସ୍ତ ତଥା ଅନାବଶ୍ୟକୀୟ ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ୬୬ବର୍ଷିୟ ରିଷି ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ବହୁତ ଜଲ୍‌ଦି ଫେରିବେ ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି। ରିଷିଙ୍କ ଏହି ଟ୍ୱିଟ୍‌ ପରେ ଅନେକ ସେଲେବ୍ରିଟି ଟ୍ୱିଟ୍‌ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। […]

  • Tuesday, 20 July 2021
baji rout
ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ଏହା ସାରା ଦେଶରେ ବେଶ ଅାଦୃତ ଲାଭ କରିବ ବୋଲି ଅାଶା ରଖିଛନ୍ତି ଛାତ୍ରଛାତ୍ରୀ । […]

  • Tuesday, 20 July 2021
shilpa shetty and her husband
ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। 

Tara Fares
ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ପ୍ରସିଦ୍ଧ ମଡେଲ୍‌ ତଥା ଇନ୍‌ଷ୍ଟାଗ୍ରାମ୍‌ରେ କ୍ରେଜ୍‌ ସୃଷ୍ଟି କରିଥିବା ତାରା ଫାରିସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ଗୁରୁବାର ଦିନ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ରେ ୨୨ବର୍ଷିୟ ତାରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨.୭ ମିଲିୟନ ଫଲୋଅର୍‌ ଥିଲେ। ସେ ତାଙ୍କର ବିଭିନ୍ନ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ […]

  • Tuesday, 20 July 2021
sui dhaga
ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’

ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ । ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ ସେୟାର କରିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଦରଜୀ ଭୂମିକାରେ ନଜର ଅାସିଥିବା ବରୁଣ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସ୍ୱାମୀ, ସ୍ତ୍ରୀଙ୍କ ସଂଘର୍ଷ କାହାଣୀକୁ ଅତି ନିଖୁଣ ଭାବେ ସିଲଭର୍ ସ୍କିନ୍‌ରେ ଦର୍ଶାଯାଇଛି। ବଲିଉଡ କମେଡି-ଡ୍ରାମା ଫିଲ୍ମ ସୁଇ-ଧାଗା ୟଶରାଜ ବ୍ୟାନରରେ ନିର୍ମିତ ତଥା ଶରତ କଟରିୟା ନିର୍ଦ୍ଦେଶିତ […]

  • Tuesday, 20 July 2021
lata
ଆଜି ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଗାୟିକା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୮୯ତମ ଜନ୍ମ ଦିବସ। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଥିପାଇଁ ପାଖାପାଖି ୪ଟି ପିଢ଼ିରେ ତାଙ୍କର ଫ୍ୟାନ୍ ରହିଛନ୍ତି। ଖୁବ୍ କମ୍ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ମଙ୍ଗେସ୍‌ଗର। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା […]

  • Tuesday, 20 July 2021
yrf-up
ରିଲିଜ ହେଲା ଅପକମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର

ବଲିଉଡର ଅପ୍‌କମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର କରିଛି  ଧମାକା। ରିଲିଜ ହେଉ ହେଉ ଫିଲ୍ମର ଟ୍ରେଲରକୁ ମିଳିଛି ସଫଳତା। ବ୍ରିଟିଶ୍‌ ରାଜ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମଟି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ ଅାକ୍ସନ ସିନ୍ ସହ ମିଷ୍ଟର ପରଫେକ୍ସନିଷ୍ଟ ଅାମିର ଖାନ ଓ ବିଗ୍ ବି ଅମିତାଭଙ୍କ ଦମଦାର ଡାଏଲଗ୍ସ । ୧୭୯୫ର  ହିନ୍ଦୁସ୍ଥାନ। ବ୍ୟବସାୟ କରିବାକୁ ଅାସିଥିଲା ଇଷ୍ଟଇଣ୍ଡିଅା । କଂପାନୀ ହେଲେ […]

  • Tuesday, 20 July 2021
tanushree
ନାନା ପାଟେକର୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରୁ କ୍ୟାରିୟର ଆରମ୍ଭ କରିଥିବା ତନୁଶ୍ରୀ, ସୁଟିଂ ସେଟ୍‌ରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିବା କଥା କହିଛନ୍ତି। ସେ କହିଛନ୍ତି, ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ନାନାଙ୍କ ବ୍ୟବହାର ପାଇଁ ସେ ଫିଲ୍ମରୁ ଓହରି ଆସିଥିଲେ। ଏହି ଘଟଣାରେ ତନୁଶ୍ରୀ […]

  • Tuesday, 20 July 2021
a
ଭିଡିଓ ସେୟାର କରି ହେଲଥ୍‌ ଅପଡେଟ୍‌ ଦେଲେ କମେଡିଆନ୍‌ ଭାରତୀ

ମୁମ୍ବାଇ: କିଛି ଦିନ ପୂର୍ବରୁ କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଭାରତୀ କହିଛନ୍ତି ଯେ, “ଏବେ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି। କ୍ଷମା କରିବେ ମୁଁ ଆପଣଙ୍କ ଫୋନ୍‌କଲ ଏବଂ […]

  • Tuesday, 20 July 2021
imfa
୧୪ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ

ରାୟଗଡ଼ା: ରାଜ୍ୟର ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ ପ୍ରଦାନ କରାଯାଇଛି। ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପ୍ଳବିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କ୍ଲବ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୧୪ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ସହ ୫୧ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯାଇଛି। ସମ୍ମାନିତ […]

  • Tuesday, 20 July 2021
alqy
ବିଶିଷ୍ଟ ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ମୃତ୍ୟୁ

ମୁମ୍ବାଇ: ବିଶିଷ୍ଟ ଥିଏଟର୍‌ ଆର୍ଟିଷ୍ଟ ତଥା ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ଆଜି ୯୦ ବର୍ଷରେ ମୁମ୍ବାଇରେ ମୃତ୍ୟୁ ହୋଇଛି। ୧୯୮୨ରେ ‘ଗାନ୍ଧି’ ଡ୍ରାମାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଏହାସହ ପଦମସୀ ବହୁ ଆଡ୍ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଦି ଲିରିଲ୍ ଗାର୍ଲ, ଚେରୀ ଚାର୍ଲି ସୁ ବ୍ରସ୍, ହମାରା ବଜାଜ୍ ଏବଂ ଏମ୍ଆର୍‌ଏଫ୍ ମସଲ୍ସ ମ୍ୟାନ୍‌ ଭଳି ଆଡ୍ ଫିଲ୍ମ […]

  • Tuesday, 20 July 2021
kajol
କାଜୋଲ୍‌ଙ୍କ ଫୋନ୍‌ ନମ୍ବର ଶେୟାର୍‌ କଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପତ୍ନୀ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ଶେୟାର କଲେ ଅଭିନେତା ଅଜୟ ଦେବ୍‌ଗନ୍। ତେବେ ଏମିତି କିଛି ଘଟଣାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ କେହି ବି ଏତେ ଶୀଘ୍ର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଗତକାଲି ଅଜୟ ତାଙ୍କ ଟ୍ୱିଟର ପେଜ୍‌ରେ କାଜୋଲଙ୍କ ହ୍ୱାଟସ୍‌ଆପ୍‌ ନମ୍ବର ଶେୟାର କରି ଏକ ପୋଷ୍ଟରେ ଲେଖିଥିଲେ ‘କାଜୋଲ୍‌ ବର୍ତ୍ତମାନ ଭାରତରେ ନାହାନ୍ତି। ତାଙ୍କ ସହ ହ୍ୱାଟସ୍‌ଆପ୍‌ ନମ୍ବରରେ କଥା ହୋଇପାରିବେ’। […]

  • Tuesday, 20 July 2021
3
ବର୍ଣ୍ଣବୈଷମ୍ୟର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ଏହାର ପୂରା ଘଟଣାକ୍ରମ ସେ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଶିଳ୍ପା ବହୁତ ଦୁଃଖୀ ହୋଇଯାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ ତାଙ୍କ ବ୍ୟାଗକୁ ବହୁତ ବଡ଼ ବୋଲି କହି […]

  • Tuesday, 20 July 2021
ran
ବାହା ହେଲେ ଦୀପିକା ଓ ରଣବୀର

ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି ବଲିଉଡ୍‌ର ଦୀପିକା ଓ ରଣବୀର କପୁର। ଇଟାଲିର ଲେକ୍ କୋମୋରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଜନ୍ମ ଜନ୍ମର ସାଥି ହେବାର ଶପଥ ନେଇ ଦୀପିକା ସାଜିଛନ୍ତି ରଣବୀରଙ୍କ ଦୁଲହନିଆ। କୋଙ୍କଣି ପ୍ରଥାରେ ବିବାହ କରି ମସ୍ତାନୀଙ୍କୁ ନିଜର ବନେଇଛନ୍ତି ବାଜିରାଓ। ଶୁଭ ମୁହୂର୍ତ୍ତ ଅନୁଯାଇ ସକାଳ ୭ଟାରେ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିହାର ସଂପନ୍ନ ହୋଇଛି। ଆସନ୍ତାକାଲି ପୁଣି […]

  • Tuesday, 20 July 2021
bharti
କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତର କହିଥିଲେ। ଏବେ ସେମାନଙ୍କ […]

  • Tuesday, 20 July 2021
udaya
ଗଞ୍ଜେଇକୁ ଆଇନସମ୍ମତ କରିବାକୁ କହିଲେ ଉଦୟ ଚୋପ୍ରା

ମୁମ୍ବାଇ: କଳାକାରମାନେ ବିଭିନ୍ନ ସମୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥାନ୍ତି। ତେବେ କଳାକାରମାନଙ୍କୁ ସେମାନଙ୍କର ସମାଲୋଚକମାନେ ହିଁ ଟ୍ରୋଲ୍‌ କରିଥାନ୍ତି। ବିଶେଷ କରି କିଛି କଳାକାର ଅଛନ୍ତି ସେମାନେ କୌଣସି ପୋଷ୍ଟ କରିବା ମାତ୍ରେ ହିଁ ଟ୍ରୋଲିଂର ଶିକାର ହୋଇଥାନ୍ତି। ସେମିତ ଜଣେ ଅଭିନେତା ହେଲେ ଉଦୟ ଚୋପ୍ରା। ନିକଟରେ ଉଦୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। […]

  • Tuesday, 20 July 2021
image
ଏହି ସବୁ ଦେଶାତ୍ମବୋଧକ ଗୀତକୁ କପି କରିଛି ପାକିସ୍ତାନ

-ରୋଜାଲିନ୍‌ ରଥ ଭାରତ-ପାକ୍‌ ବିଭାଜନ ହେବା ଦିନଠାରୁ ପାକିସ୍ତାନ ସହ ଭାରତର ସମ୍ପର୍କ ତିକ୍ତ ହୋଇ ରହିଛି। କ୍ରିକେଟ୍‌ ମଇଦାନ ହେଉ କି  ସିନେମା ଭାରତକୁ କୌଣସି କ୍ଷେତ୍ରରେ ମଧ୍ୟ ପାକିସ୍ତାନ ସହିପାରେ ନାହିଁ। ପାକିସ୍ତାନ ଭାରତକୁ କେବେ ବି ଭଲ ନଜରରେ ଦେଖିପାରେ ନାହିଁ। କିନ୍ତୁ ଭାରତ ପାକିସ୍ତାନର ଅତ୍ୟାଚାରକୁ ମଥାପାତି ସହିଯାଏ। ସେଥିପାଇଁ ବିଶ୍ୱଦରବାରରେ ଭାରତକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି। ଭାରତ-ପାକ୍‌ ସମ୍ପର୍କ ଭଲ ନ ଥିଲେ ମଧ୍ୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାକ୍‌ ଅଭିନେତା, […]

  • Tuesday, 20 July 2021
anupam
FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ-FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟ ବ୍ୟସ୍ତତା କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରିଛନ୍ତି ଅନୁପମ। ତାଙ୍କର ଇଣ୍ଟର୍‌ନାସ୍‌ନାଲ୍‌ ଟିଭି ‘ଶୋ’ ପାଇଁ ଇସ୍ତଫା ଦେଇଥିବା ସେ ଟ୍ୱିଇଟ୍ କରିଛନ୍ତି । FTIIର ଚେୟାର୍‌ମ୍ୟାନ୍‌ ହିସାବରେ ଦାୟିତ୍ୱ ଅଧିକ ରହୁଥିବାରୁ ସେ ତାଙ୍କର ଟିଭି ‘ଶୋ’ ପାଇଁ ଫୋକସ୍ କରିପାରୁ ନଥିବାରୁ ସେ ପଦ ଛାଡ଼ିଛନ୍ତି। ପ୍ରକାଶ ଥାଉକି, […]

  • Tuesday, 20 July 2021
karan
ଧାରା ୩୭୭: କରଣ ଜୋହରଙ୍କୁ ଏମିତି ରସମଲାଇ କଥା କହିଲେ ରଣବୀର ସିଂ

ମୁମ୍ବାଇ: ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ଟ୍ୱଙ୍କିଲ ଖାନ୍ନାଙ୍କ  ‘ପାଇଜାମା’ ପୁସ୍ତକ ଉନ୍ମୋଚନ ଉତ୍ସବରେ କରନ୍‌ ଜୋହରଙ୍କୁ ଟ୍ରୋଲ କରିଛନ୍ତି ରଣବୀର ସିଂ । ଧାରା ୩୭୭ ଉଚ୍ଛେଦ ହେବା ପରେ ଜଣାଶୁଣା ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହାର ଟ୍ୱିଟରରେ ନିଜର ଖୁସି ବ୍ୟକ୍ତ କରିଥିଲେ। କରଣ ତାଙ୍କ ଟ୍ୱିଟରରେ ଲେଖିଥିଲେ,“ ଏହା ଏକ ଐତିହାସିକ ନିର୍ଣ୍ଣୟ!!! ଆଜି ଗର୍ବ ଲାଗୁଛି! ସମଲିଙ୍ଗୀ ସଂପର୍କକୁ ମାନ୍ୟତା ମିଳିଥିବାରୁ। ଧାରା ୩୭୭ ମାନବତା ଓ ସମାନତା ଅଧିକାର ପାଇଁ ଏକ ଛାପ। […]

  • Tuesday, 20 July 2021
00
ସୋଶାଲ୍‌ ମିଡିଆରେ ଫ୍ୟାନ୍‌ଙ୍କୁ କିମିଆ କରିଛନ୍ତି ଏହି ବିଦେଶୀ ଗାୟିକା

ସେ ଦେଖିବାକୁ ଯେତିକି ସୁନ୍ଦରୀ ତାଙ୍କ ଗୀତର ମାଧୁର୍ଯ୍ୟ ଆହୁରି ଅଧିକ ସୁନ୍ଦର। ଆପଣ ଥରେ ତାଙ୍କ ଗୀତ ଥରେ ଶୁଣିଲେ ମନ ଲାଖିଯିବ। ଆପଣଙ୍କୁ ସବୁବେଳେ ସେହି ଗୀତ ଶୁଣିବାକୁ ଇଚ୍ଛା ହେବ। ସେ ଅନେକ ଭାଷାରେ ଗୀତ ଗାଇ ପାରନ୍ତି। ସେ ବହୁତ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି। ତାଙ୍କ ଗୀତର ଧୁନ୍‌ରେ ସେ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଛନ୍ତି। ଇଣ୍ଟରନେଟ୍‌ ବିଶେଷ କରି ୟୁ ଟ୍ୟୁବ୍ ପ୍ଲାଟ୍‌ଫର୍ମରେ ତାଙ୍କର ଲକ୍ଷ ଲକ୍ଷ […]

  • Tuesday, 20 July 2021
Kangna-Vikas
ତନୁଶ୍ରୀଙ୍କ ପରେ କଙ୍ଗନା ଖୋଲିଲେ ଆଉ ଏକ ଗୁମର

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲିଉଡ କ୍ୱିଇନ୍ କଙ୍ଗନା ରାଣାୱାତ୍। ‘କ୍ୱିନ୍‌’ ଫିଲ୍ମର ନିର୍ଦ୍ଦେଶକ ତଥା ଫାଣ୍ଟମ୍ ପ୍ରଯୋଜନା ସଂସ୍ଥାର ଜଣେ ସଂସ୍ଥାପକ ସଦସ୍ୟ ବିକାଶ ବହଲ୍‌ଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି କଙ୍ଗନା। ବିକାଶ ବହଲଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳାଙ୍କୁ ସମର୍ଥନ […]

  • Tuesday, 20 July 2021
yami
ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି। ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ‘ଉରି’ର ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାଶ୍ମୀରସ୍ଥିତ ‘ଉରି’ ବେସ୍‌ କ୍ୟାମ୍ପ […]

  • Tuesday, 20 July 2021
akshya.jpg 1
ରାଜେଶ ଖାନ୍ନାଙ୍କ ସିନେମାରେ ଅକ୍ଷୟ କୁମାରଙ୍କୁ ମିଳିନଥିଲା କାମ

ନୂଆଦିଲ୍ଲୀ :  ଖିଲାଡି ଷ୍ଟାର ଅକ୍ଷୟ କୁମାର ରବିବାର ତାଙ୍କର ୫୧ ତମ ଜନ୍ମଦିନ ସେଲିବ୍ରେଶନ କରୁଛନ୍ତି। ଅକ୍ଷୟଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ହୋଇଥିଲା। ଅଭିନେତା ହେବା ସ୍ୱପ୍ନନେଇ ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ପରିଶ୍ରମ କରିବା ପରେ ସେ ଏବେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଛନ୍ତି। ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ତାଙ୍କୁ ଜନ୍ନଦିନର ଶୁଭେଚ୍ଛା ଜଣାଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।     View this […]

  • Tuesday, 20 July 2021