ଓଡ଼ିଶାରେ ବି ଓମିକ୍ରନ ପାଇଁ ବଢିଲା ସତର୍କତା I କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ I ୨ଆକ୍ରାନ୍ତଙ୍କ କଣ୍ଟା୍ ଟ୍ରେସିଂ ଜାରିI କଣ୍ଟାକ୍ଟ ଟ୍ରେସିଂରୁ ୫ କୋଭିଡ ପଜିଟିଭ
କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।
ଡେଲଟା ପରି ତାଣ୍ଡବ ରଚିବ କି ଓମିକ୍ରନ୍ । ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । କ’ଣ ହେବ ଆଗାମୀ ସ୍ଥିତି ?
ରାଜଧାନୀ ଦିଲ୍ଲୀରେ ଆଜି ଓମିକ୍ରନ୍ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ୬ ଜଣ ଥିଲେ ।
ଟେନ୍ସନ୍ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଆକ୍ରାନ୍ତଙ୍କ ଜିନମ୍ ସିକ୍ୟୁନ୍ସ ପରେ ସେମାନଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଭୂତାଣୁ ରହିଥିବା ସୂଚନା ମିଳିଛି।
ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।
କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।
ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି।
ଓମିକ୍ରନ୍ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍କୁ ମଧ୍ୟ ସିଲ୍ କରାଯାଇଛି।
କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍ରୁ କିଛି ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୧ମ, ୨ୟ ଲହରରେ ଯେଭଳି କାମ କରିଥିଲେ, ସେଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏମିତିକି ଅନେକ ଦେଶ ଏବେ ବିମାନ୍ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି ।
ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି। ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା।
ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ଜିରୋ ନାଇଟ୍ ଉତ୍ସବ ଆୟୋଜନକୁ ଏଥର ମଧ୍ୟ ମନା କରାଯାଇଛି।
ବୁର୍ଲା ଭୀମସାରରେ ବଢ଼ୁଛି କରୋନା ସଂକ୍ରମଣ। ଆଉ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ପଦ୍ମଶୀ ନନ୍ଦକିଶୋର ପୃଷ୍ଟି କରୋନା ଆକ୍ରାନ୍ତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସାରା ବିଶ୍ୱରେ ଓମିକ୍ରନ୍ ଭୟ । ୧୫ଟି ରାଷ୍ଟ୍ରରେ କାୟା ବିସ୍ତାର ପରେ ଭାରତରେ ବି ଚିନ୍ତା ବଢାଇଛି କରୋନାର ନୂଆ ରୂପ । ୬ ଦିନରେ ୧୫ ଦେଶକୁ ବ୍ୟାପିଲାଣି ।
କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ଏହାର ନାଁ ଓମିକ୍ରନ୍ ନାଁ କାହିଁକି ଦିଆଗଲା ? ତେବେ ଆସନ୍ତୁ ଜାଣିବା ଓମିକ୍ରନର ନାମକରଣ ପଛର ରହସ୍ୟ ।
ନୂଆ ମାରାତ୍ମକ କରୋନା ଭାରିଆଣ୍ଟ୍ର ନାମ ଓମିକ୍ରନ୍ କାହିଁକି ? କେଉଁ ଆଧାରରେ ଏହି ନମା ଦିଆଯାଇଛି ।
ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କଲେ ଭାରତ ସରକାର ।