ଆଜି ଗୁରୁବାର ମା’ ଲକ୍ଷ୍ମୀଙ୍କ ଉପାସନାର ଦିନ.. ଓଡ଼ିଆମାନେ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି.. ତେବେ ଆପଣମାନେ ଜାଣନ୍ତି କି ମହାଲକ୍ଷ୍ମୀ ସହ ବେଲପତ୍ରର କଣ ରହିଛି ସମ୍ପର୍କ ?
Published By: Tanmay Kumar Mahalik
Last updated: 12 October 2023, 10:37 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।