• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୭.୫୪ ଗତେ ୧୪ ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ସନ୍ଧ୍ୟା ୦୬.୧୬ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ଦିବା ୧୧.୩୫ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ- ୦୫.୪୩ରୁ ୦୭.୧୬

ସନ୍ଧ୍ୟା- ୦୬.୧୧ରୁ ୦୯.୨୯

ରାତ୍ରି- ୦୧.୦୫ରୁ ୦୩.୧୫

ରାତ୍ରି- ୦୪.୦୫ରୁ ୦୫.୪୪

ଅଶୁଭ ସମୟ

ରାହୁକାଳ- ଦିବା ୦୧.୦୦ ରୁ ୦୨.୨୭

କାଳ ବେଳା- ଦିବା ୦୨.୨୭ ରୁ ୦୩.୫୫

ବାର ବେଳା- ଦିବା ୦୩.୫୫ ରୁ ୦୫.୨୨

କାଳରାତ୍ରି- ରାତ୍ରୀ ୧୧.୩୩ ରୁ ୦୧.୦୫