ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା । ନନ୍ଦିତାଙ୍କ ମଥାରେ ଲାଗିଲା ମନୋଜଙ୍କ ସିନ୍ଦୁର । ସାକ୍ଷୀ ରହିଲେ ଦଧିବାମନ । ଭଦ୍ରକ ଦଧିବାମନ ମନ୍ଦିରରେ ହୋଇଥିବା ଏହି ବାହାଘର ଏବେ ବେଶ୍ ଚର୍ଚ୍ଚାରେ ।
Published By: Tanmay Kumar Mahalik
Last updated: 18 December 2023, 09:49 AM IST
ବଦଳୁଛି ଓଡ଼ିଆଙ୍କ ଖାଦ୍ୟ ରୁଚି । ପିଠା ନୁହେଁ ପିଜା ବର୍ଗରକୁ ପସନ୍ଦ କରୁଛନ୍ତି ଲୋକେ । ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍ । ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ । ଯାହାଫଳରେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି ।