/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690081617.jpg)
Panchang Today
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ସିଂହ ରାତ୍ରି ୧୧.୪୧ ଗତେ କନ୍ୟା । ତିଥି- ୫ମୀ ଦିବା ୧୧.୪୫ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନୀ- ଭୂମି ଓ ତିଳକାଞ୍ଜନ ଦାନ ରାତ୍ରି ୦୭.୪୬ ଗତେ ୧ ପାଦ- କୃଷିହାନି ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ ୦୫.୨୨ରୁ ୦୯.୪୩
ଦିବା ୦୧.୩୦ରୁ ୦୨.୦୩
ଦିବା ୦୭.୦୭ରୁ ୦୯.୧୯
ରାତ୍ରି ୧୨.୧୫ରୁ ୦୧.୧୫
ରାତ୍ରି ୦୨.୩୮ରୁ ୦୩.୧୧
ଅଶୁଭ ସମୟ
ଋାହୁକାଳ- ଦିବା ୦୪.୪୫ରୁ ୦୬.୨୩
କାଳବେଳା- ଦିବା ୧୧.୫୩ରୁ ୦୧.୩୦
ବାରବେଳା- ଦିବା ୧୦.୧୫ରୁ ୧୧.୫୩
କାଳରାତ୍ରି- ରାତ୍ରି ୦୧.୧୫ରୁ ୦୨.୩୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)