• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Empire State Building
୧୪ ଶହ ଫୁଟ୍ ଉପରେ ଚଢ଼ିଲେ, ସେଲଫି ନେଲେ; ତା'ପରେ ଯାହା ହେଲା ...

ଯୁବପିଢ଼ି ଭିତରେ ସୋସିଆଲ ମିଡିଆ ଏକ ରୋଗ ପରି ବ୍ୟାପି ଚାଲିଛି । ଲୋକପ୍ରିୟ ହେବାକୁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି । ରିଲ୍ସ କରିବା ଚକ୍କରରେ କେତେ ଜଣଙ୍କ ଜୀବନ ମଧ୍ୟ ଯାଉଛି ।

Wayanad Landslide
ବୁଲିବାକୁ ଯାଇଥିଲେ, ଭୂସ୍ଖଳନ ହେଲା; ଦୁଇ ଓଡ଼ିଆ ନିଖୋଜ

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି ।

Illegal Apartments
ରାଜଧାନୀରେ ଶହ ଶହ ବେଆଇନ୍ ଆପାର୍ଟମେଣ୍ଟ, ମନ୍ତ୍ରୀ ଦେଲେ ଆଖି ତରାଟିଲା ଭଳି ତଥ୍ୟ

ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ?

Wayanad Landslides
ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍

କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି ।

Special Drive
ଛାନିଆ କରୁଛି STAର ସ୍ପେଶାଲ ଡ୍ରାଇଭ୍, ଜାଲରେ ପଡ଼ୁଛନ୍ତି ନାବାଳକ ଡ୍ରାଇଭର୍

ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ ।

School Bus
ନା ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍

ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ ।

UPSC Case
ଦିଲ୍ଲୀ ଟ୍ରାଜେଡ଼ି ... ଆହୁରି ୧୦ରୁ ୧୨ IAS ଆଶାୟୀ ନିଖୋଜ : ପପୁ ଯାଦବ

ଗତ କିଛିଦିନ ତଳେ ଦିଲ୍ଲୀ କେସ୍‌ ତ ଆପଣମାନଙ୍କର ମନେ ଥିବ । ବେସ୍‌ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Water Level
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ହୀରାକୁଦରେ ପାଣି କମୁଛି: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ହୀରାକୁଦରେ ପାଣି କମୁଥିବାରୁ ବନ୍ୟା ଆଶଙ୍କା ନାହିଁ । ଏବେ ମୁଣ୍ଡଳିରେ ପାଣି ରାଇଜିଂ ଟ୍ରେଣ୍ଡରେ ରହିଛି, ଅତିବେଶୀରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

Govt Lecture
ବାଃ ବାଃରେ ବ୍ୟବସ୍ଥା!!! ସରକାରୀ ଅଧ୍ୟାପକ ଚଳାଉଛନ୍ତି ଭୂତ କଲେଜ

ଅଧ୍ୟାପକଙ୍କ କାମ ଅଧ୍ୟାପନା କରିବା । ହେଲେ ଜ୍ଞାନ ବାଣ୍ଟିବା ଜାଗାରେ ଟଙ୍କା ରୋଜଗାରକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରକାରୀ ଅଧ୍ୟାପକ ।

Minister Krushna Chandra Mohapatra
ବେଆଇନ୍ ଆପାର୍ଟମେଣ୍ଟର ହଟ୍‌ସ୍ପଟ୍ ପାଲଟିଛି ରାଜଧାନୀ, ଭୁବନେଶ୍ୱରରେ କେବଳ ୬୮୯ଟି ମାମଲା

ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Train Accident
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଜେଡି: ମୃତ ଦୁଇଜଣ ହେଲେ ଓଡ଼ିଆ

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।

Vigilance Raid
ଅବସରକୁ ଥିଲା ୮ ମାସ, ଜାଲ ପକାଇଦେଲା ଭିଜିଲାନ୍ସ, ୫୨ ପ୍ଲଟ୍ ସହ ୫ ଆଲିସାନ୍ କୋଠା ଠାବ

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।

Delhi Government
ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି; ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ସଂସଦ, ବୁଲିଲାଣି ବୁଲଡୋଜର

ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି ଘଟଣାରେ ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ପାର୍ଲିଆମେଣ୍ଟ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି ।

Naveen Patnaik
ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ ପଟ୍ଟନାୟକ

ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Juvenile Riders
ସାବଧାନ!!! ନାବାଳକ ସନ୍ତାନଙ୍କୁ ଗାଡି ଦେଲେ ଅଭିଭାବକ ଧାଇଁବେ କୋର୍ଟ

ସାବଧାନ ଅଭିଭାବକ । ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ ।

Ratna Bhandar
ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ସନ୍ଦେହ ପାଇଁ ଟେକ୍ନୋଲୋଜି ପ୍ରୟୋଗ ପ୍ରସ୍ତାବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି ।

Women
ଜଙ୍ଗଲ ଭିତରେ ଏକାକୀ ମହିଳା; ପାଦରେ ଶିକୁଳି, ପକେଟ୍‌ରେ ଆମେରିକା ପାସପୋର୍ଟ

ଜଙ୍ଗଲ ଭିତରେ ଥିଲେ ମହିଳା । ବନ୍ଧା ହୋଇଥିଲା ଚେନ୍ । ଏପରି ଏକ ଘଟଣା ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ।

Snake
VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

ସାପକୁ ଦେଖିଲେ ଆପଣଙ୍କୁ ଡ଼ର ଲାଗିବ କି ନାହିଁ .. ଭାବିଲେ ଅଫିସରେ କାମ କରିବା ବେଳେ ଯଦି ଆପଣ ସାପ ଦେଖନ୍ତି ତେବେ କ’ଣ ହେବ ? ଆପଣ ହୁଏ ତ ସବୁ କାମ ଛାଡ଼ି ଦୌଡ଼ି ପଳାଇବେ ।

Odisha Crime
ସାମ୍ବାଦିକା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ବଞ୍ଚିଥିଲେ ମଧୁ !

ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି ।

Kishore Jena
ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।