• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

 Mahanadi Water Dispute
ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ ।

 When Will Puri Ratna Bhandar Will Open?
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କିଭଳି ହେବ ମରାମତି ସହ ଅଳଙ୍କାରର ଗଣତି ?

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି।

Senior IAS officer Manoj Ahuja
ପାୱାର କରିଡରରେ ଚର୍ଚ୍ଚା; ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ।

Kishan Bagaria
ସ୍କୁଲ ଡ୍ରପଆଉଟ୍‌ରୁ ଟେକ୍‌ ମାଷ୍ଟର୍‌; ୨୬ ବର୍ଷର ଯୁବକ ବିକିଲେ ୪୧୬ କୋଟିର ମେସେଜିଂ ଆପ୍‌

ମାତ୍ର ୨୬ ବର୍ଷ ବୟସରେ ହୋଇଛନ୍ତି କୋଟିପତି । ଆସାମର ଜଣେ ଯୁବକ ପ୍ରସ୍ତୁତ କରିଥିବା ମେସେଜିଂ ଆପ୍ଲିକେସନକୁ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀ ୪୧୬ କୋଟି ଟଙ୍କାରେ କିଣିଛି ।

drainage water in supply pipes
ପାଣି ପାଇପ୍‌ ଭିତରେ ପଶୁଛି ନର୍ଦ୍ଦମା ପାଣି; ମରାମତିର ନାଁ ଗନ୍ଧ ନାହିଁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି ।

NEET controversy
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: କେମିତି ହୁଏ ପେପର ଲିକ୍ କହିଲା ମାଫିଆ...

ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ବିଷୟରେ ବୁଝାଇଛନ୍ତି । କେମିତି ହୁଏ ପେପର ଲିକ୍...

 Amit Rohi das
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।

Ex-BJD Minister Raghunandan Das
ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା: ବିଜେଡି ନେତା ରଘୁନନ୍ଦନଙ୍କ ଘରେ ପୋଲିସ

ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିବା ଅଭିଯୋଗ ଘଟଣା । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବାସଭବନରେ ପହଞ୍ଚିଛି କ୍ୟାପିଟାଲ୍ ଥାନା ପୋଲିସ। 

Alcohol-Free State
ଅଣ୍ଟା ଭିଡ଼ିଲେଣି ନୂଆ ସରକାର; ଓଡ଼ିଶା ହେବ ମଦମୁକ୍ତ !

କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର। ଏମିତି ଏକ ବଡ଼ ବୟାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Encounter
ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ନକ୍ସଲ ନିହତ ।ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।

Bhartruhari In Speaker Race
କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?

ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ । ଆଜି ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ ଏନ୍ଡିଏ ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି...

Panchang
Panchang Today 25th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ...

 BJD MLA Pratap Deb
ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟକୁ ନେଇ ବିଜେଡି କଲା କାଉଣ୍ଟର

ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

BJP to Observe June 25 as Black Day
ଜୁନ୍ ୨୫କୁ କଳା ଦିବସ ପାଳିବ ବିଜେପି; ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ

ଆସନ୍ତାକାଲି କଳା ଦିବସ ପାଳିବ ବିଜେପି । ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରିଆସୁଛି ବିଜେପି । ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ ।

Ratna Bhandar
‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

ଲୋକସେବା ଭବନରେ ଦାୟିତ୍ବ ନେବା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନିର୍ଦ୍ଦିଷ୍ଟ ସମୟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ ।

DSP Demoted To Constable
ପୋଲିସ ବାବୁଙ୍କ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା; ଡିଏସ୍‌ପିରୁ ହେଲେ କନଷ୍ଟେବଳ

ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। 

T20 World Cup
ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର୍; ବର୍ଷା ସାଜିପାରେ ବାଧକ

ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

 Commodity Prices
ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’

ଆଳୁ, ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନାଶିକରେ ପିଆଜ ଦର ବଢ଼ିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଆସାମ ଓ ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ିବାରୁ ରାଜ୍ୟରେ ଦେଖିବାକୁ ମିଳିଛି ପ୍ରଭାବ ।

PM Modi Takes Oath
ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶପଥ ପାଠ କରାଇଲେ କାମଚଳା ବାଚସ୍ପତି 

ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Hajj 2024 death toll
ତତଲା ହାୱାକୁ ସମ୍ଭାଳି ପାରୁନି ମଣିଷ: ଆଖିବୁଜିଲେ ୧୩୦୦ ହଜ୍ ଯାତ୍ରୀ

ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍‌ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି । 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।