ମୋଦି ପଠାଇବେ 'ପିଏମ୍ କିଷାନ' କିସ୍ତି । ଆଜି ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି । ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।
ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି ।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ୫ ମାସରେ ମିଳିଲାଣି ୩ଟି ହତ୍ୟା ଧମକ । ଏହି ଘଟଣା ପରେ ମୁମ୍ବାଇ ସାଉଥ୍ ସାଇବର ଥାନାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।
ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।
ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ।
ରୋଚକ ଘଟଣା । ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ !
ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଘଟିଲା ବଡ଼ ଅଘଟଣ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ୮ ମୃତ, ୨୫ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍ପିଙ୍କ ସୂଚନା ।
ବଡ଼ ଦେଉଳର ଚାରିଦ୍ବାର ଖୋଲାଯିବା ପରେ, ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼। ରଜଛୁଟି ବି ବଢ଼ାଇଛି ଭକ୍ତ ସମାଗମ। ଶ୍ରୀମନ୍ଦିର ବାହାର ଅପେକ୍ଷା, ଭିତରେ ଦର୍ଶନ ବେଳେ ଅଧିକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା...
ରାଜ୍ୟରେ ବିଜେପି ସରକାରର ମନ୍ତ୍ରିମଣ୍ଡଳରେ ବଣ୍ଟା ହେଲା ବିଭାଗ । ପ୍ରଥମ ଥର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୬ ବିଭାଗ । ୫ ଜଣ ମନ୍ତ୍ରୀଙ୍କ ପାଖରେ ବି ୩ ଲେଖାଁଏ ବିଭାଗ । କାହାକୁ ମିଳିଛି କେଉଁ ବିଭାଗ ଆଉ ବିଭାଗ ବଣ୍ଟନ...
ଗଞ୍ଜାମ... ଦିନେ ବିଜେଡିର ଗଡ ଥିବା ଏହି ଜିଲ୍ଲାରୁ ଲଗାତାର ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୪ ବର୍ଷର ପ୍ରତିନିଧିତ୍ବ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ ।
ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ । ୧୦ ଦିନରେ ପାଞ୍ଚ ପାଞ୍ଚ ଜଣ ଶିଶୁଙ୍କ ପ୍ରାଣହାନୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗ୍ରାଉଣ୍ଡ ଜିରୋରେ ଏବେ ଡାକ୍ତର...
ଦାଦନମୁକ୍ତ ଓଡ଼ିଶା । ପେଟ ଓ ପାଟକୁ ପାଣି । ପ୍ରାକୃତିକ ସଂପଦର ସୁବିନିଯୋଗ । ନୂଆ ପିଢ଼ିର ଶିଳ୍ପ ସ୍ଥାପନ । ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ । ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳନ କରିବ ରାଜ୍ୟର ନୂଆ...
ଦାଦନମୁକ୍ତ ଓଡ଼ିଶା। ପେଟ ଓ ପାଟକୁ ପାଣି। ପ୍ରାକୃତିକ ସଂପଦର ସୁବିନିଯୋଗ। ନୂଆ ପିଢ଼ିର ଶିଳ୍ପ ସ୍ଥାପନ। ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍।
ବିଭାଗ ବଣ୍ଟନ ପରେ ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ । ମୋହନଙ୍କ ମନ୍ତ୍ରିମଣ୍ଡଳ ଆଗରେ ୧୦୦ ଦିନର ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ଗୃହ, ଅର୍ଥ ଭଳି ୬ଟି ବିଭାଗ ।
ଚାରିଦ୍ବାର ଫିଟିବା ପରେ, ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ଏପଟେ ରଜଛୁଟି ଓ ରବିବାର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ।
ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ଫୋକସ୍ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ...
ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ
ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର ।
କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୪ ଶିଶୁଙ୍କ ମୃତ୍ୟୁର କାରଣ ଖୋଜା। ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।