ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ରାତ୍ରି ୦୭.୪୯ ଗତେ କନ୍ୟା । ତିଥି- ୫ମୀ ଦିବା ୧୦.୦୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୦୭.୪୯ ଗତେ ବୃଷ...
ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।
ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ।
ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି...
ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ କହିଛନ୍ତି... ଜାଣନ୍ତୁ...
ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏନେଇ କ’ଣ କହୁଛନ୍ତି କେଉଁ ସେବାୟତ, ଆସନ୍ତୁ ଜାଣିବା...
୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀମନ୍ଦିର ପରିଚାଳନା କମିଟି । ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ।
ରାଜ୍ୟ କ୍ୟାବିନେଟର ବୈଠକ ଶେଷ । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ପିଏମ୍ କିଷାନରେ ଅନ୍ତର୍ଭୁକ୍ତ ହେବେ ଆଉ ୫ରୁ ୬ ଲକ୍ଷ ଚାଷୀ।
ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ବର୍ତ୍ତମାନ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ୱ ସେବା ଅଧିକାରୀଙ୍କୁ (IRS) ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି ।
ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।
ସାତ ଦରିଆପାରି ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନ, ତା ବି ମୋଦିଙ୍କ ମୁହଁରୁ। ମସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାଁ।
ଓ-ହବରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା ଅଭିଯୋଗ ଘଟଣା । ଓଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ୧୧ଟି ପ୍ରଶ୍ନ ତାଲିକା ଧରି ଓ-ହବ ପ୍ରତିଷ୍ଠାନରେ ମନ୍ତ୍ରୀଙ୍କ ଖୋଳତାଡ଼ ।
ସବୁଠି ତାଉ ଖାଉଛି ପରିବା ଦର। ୭୦, ୮୦ ଟଙ୍କା ତଳକୁ ଯେପରି ପରିବା ବଜାରରେ ମିଳୁ ହିଁ ନାହିଁ। ଏମିତି କି ରୋଷେଇ ଘରରଅତି ଆବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି।
ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା ।
ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଏହାରି ଭିତରେ ଆସନ୍ତାକାଲି ବସିବାକୁ ଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଧାର୍ଯ୍ୟ ହୋଇପାରେ ତାରିଖ।
ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା।
ଜିକା ଭାଇରସ୍ ସଂକ୍ରମଣକୁ ନେଇ ବଢିଲା ଚିନ୍ତା । ବଢୁଥିବା ସଂକ୍ରମଣକୁ ନେଇ ଏବେ ରାଜ୍ୟଗୁଡିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ତେବେ ଜିକା ଭାଇରସ୍ କଣ ? ଜାଣନ୍ତୁ...
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ।
ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ କରାଯାଉଛି ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ୍।