• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

 Jayanarayan Mishra
‘ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ’

ବିଧାୟକ ଦଳ ବୈଠକ ପୂର୍ବରୁ ବଡ଼ ବୟାନ ରଖିଛନ୍ତି ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। 

BJP leader Bhartruhari Mahtab
ଭର୍ତ୍ତୃହରିଙ୍କ ରେକର୍ଡ; ଗୋଟିଏ ଆସନରୁ ଜିତିଲେ ୭ଥର...

କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ , ୨୦୧୯ ଓ ୨୦୨୪ ଅର୍ଥାତ ମୋଟ ୭ଥର ସାଂସଦ ଭାବେ ନିର୍ବଚିତ ହୋଇଛନ୍ତି ।

Man shaved head for VK Pandian
ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ, ଭୋଗ ବାଣ୍ଟିଲେ...

ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ। ମୁଣ୍ଡନ ସହ ଭୋଗ ବଣ୍ଟନ କଲେ।

Odisha resign after BJD’s defeat
ଭାଙ୍ଗିଗଲା ଅଫିସର୍ ଦୁର୍ଗ, କିଏ ଇସ୍ତଫା ଦେଲେ ତ କିଏ ଛୁଟିରେ ଗଲେ...

ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା ।

vegetable prices
ଭାତଥାଳି ଉପରେ ମହଙ୍ଗା ମାଡ଼, ଛାନିଆ ଗ୍ରାହକ: ଡାଲି, ତେଲ ପରେ ବଢିଲା ପରିବା ଦର...

ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ଟ୍ବିନ୍ ସିଟିରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ। 

MODI 3.0
ମୋଦି ୩.୦: ପଦବୀ ମିଳିବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ

ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜ କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ନେଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦାୟିତ୍ବ ସମ୍ଭାଳିଛନ୍ତି। 

Sri Mandir
ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା ?

ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା ? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ ?

Odisha Election
ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ବିଧାୟକ

କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା।ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍। ପୀଢି ପରେ ପୀଢି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗିଦେଇଛନ୍ତି କିଛି ନବାଗତ।

Who will be next CM of Odisha?
ଏବେ ବି ସିଏମ୍ ଫେସକୁ ନେଇ ସସପେନ୍ସ...

୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।

leader of opposition
ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ?

ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।

Election
ମୋଦିଙ୍କ ମନ୍ତ୍ରୀ ମଣ୍ତଳରେ ତିନି ଓଡ଼ିଆ

ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ ।

leader of opposition
ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।

Who will be next CM of Odisha?
ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ; ଏବେ ବି ସିଏମ୍ ଫେସକୁ ନେଇ ସସପେନ୍ସ...

୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।

 Pradhan Mantri Awas Yojana
ମୋଦି ସରକାରଙ୍କ ବଡ଼ ଘୋଷଣା; PM ଆବାସ ଯୋଜନାରେ ହେବ ଆଉ ୩ କୋଟି ଘର

 ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ।

PM Narendra Modi ministry
ମୋଦିଙ୍କ ତୃତୀୟ ପାଳିରେ ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ ମନ୍ତ୍ରୀପଦ...

ମୋଦିଙ୍କ ସହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନେକ ନେତା । ଜାଣନ୍ତୁ ଓଡ଼ିଶାରେ କିଏ ପାଇଲେ ମନ୍ତ୍ରୀପଦ...

Narendra Modi
ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; ଜାଣନ୍ତୁ କିଏ ପାଇଲେ ମନ୍ତ୍ରୀପଦ...

ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ...

Narendra Modi
ତୃତୀୟ ଥର ପାଇଁ ଶପଥ ନେଲେ ମୋଦି; ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ହେଲେ ଏହି ଗୌରବର ଅଧିକାରୀ

ଆରମ୍ଭ ହେଲା ମୋଦି ସରକାରର ତୃତୀୟ ପାଳି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି।

 Odisha Assembly
ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ଏଥର ବିଧାନସଭାରେ ୮୨ ନୂଆ MLA

ଓଡ଼ିଶା ବିଧାନସଭାର ମୋଟ୍‌ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି । 

PM Narendra Modi to hold roadshow
ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।

PM Modi
ମୋଦିଙ୍କ କାନ୍ଧରେ ଓଡ଼ିଶାର କୁମ୍ଭପକା ଉତ୍ତରୀୟ; ବଖାଣୁଛି ଓଡ଼ିଆ ପ୍ରୀତିର... 

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।