କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍ କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ଆଦିବାସୀ...
୨୪\' ନିର୍ବାଚନରେ ପରାଜୟ ପରେ ନବୀନ, ତାଙ୍କ ଅନ୍ଦାଜ ଆଉ ନବୀନ ନିବାସରେ ଆସିଛି ଢେର୍ ପରିବର୍ତ୍ତନ। ନବୀନଙ୍କ ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚା। ପ୍ରଥମଟି କର୍ମୀଙ୍କୁ ଏକଜୁଟ୍ ରହିବାକୁ ଆହ୍ୱାନ। ଆଉ ଅନ୍ୟଟି ନିର୍ବାଚନ ପରାଜୟର ସମୀକ୍ଷା ନକରି ନିତି ନବୀନ ନିବାସକୁ ନେତାଙ୍କୁ ଡାକି...
ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।
ଶ୍ରୀମନ୍ଦିର ପାଇଁ କେବେ ନିଯୁକ୍ତ ହେବେ ସ୍ଥାୟୀ ମୁଖ୍ୟ ପ୍ରଶାସକ? ମହାପ୍ରଭୁଙ୍କ ନୀତିରେ ବାରମ୍ବାର ବିଭ୍ରାଟ, ଆଗକୁ ପୁଣି ରଥଯାତ୍ରା। ତାସହିତ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବି ଏଯାଏଁ କୌଣସି ନିଷ୍ପତ୍ତି ହୋଇନି।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଉପରେ।
ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।
ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ।
ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।
ଆସନ୍ତା ଜୁନ୍ ୩୦ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ। ଏପରି ସ୍ଥଳେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ମଣ୍ଡିରେ ଅସହ୍ୟ କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ । କେଉଁଠି ବସ୍ତା ପ୍ରତି ୨ରୁ ୩ କିଲୋ କାଟ୍, ତ କେଉଁଠି ଉଠୁନି ଧାନ । ମିଲର୍ସ ଓ ଯୋଗାଣ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଅଭିଯୋଗ ।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।
ରାୟଗଡା ଜିଲ୍ଲା ଗୁଣୁପୁରର ମହାପ୍ରଭୁଙ୍କ ନିଆରା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର ।
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।
ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । ସବୁ ସୀମା ଡେଇଁଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ।