• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Potatoes
‘ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ’

ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। 

BJD Goverment
କୋ-ଅପରେଟିଭ୍ ନା କରପ୍ସନ୍‌ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ?

ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ।  

BJD
ବୁଝିବା ପୂର୍ବରୁ ବିଜେଡିର ଅକଲ ଗୁଡୁମ୍ ! ନେତୃତ୍ବ ଉପରେ ଆସ୍ଥା ହରାଉଛନ୍ତି କି ଜନ ପ୍ରତିନିଧି ?

ଫାଟୁଛି ବିଜେଡି। ଫୁଲୁଛି ବିଜେପି । ବିଜେଡି ନେତୃତ୍ବ ଉପରେ ଆସ୍ଥା ହରାଉଛନ୍ତି କି ଜନ ପ୍ରତିନିଧି ? ଓଡ଼ିଶାରେ ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିବା ବିଜେଡିର,ଏବେ ରାଜ୍ୟସଭା ସାଂସଦ ସଂଖ୍ୟା ଛିଡିବା ଆରମ୍ଭ ହେଲାଣି।

Paris Olympics 2024
କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ 

ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ବପ୍ନ ଆଗରେ ଅନେକ ଆହ୍ବାନ ପଛରେ ପଡ଼ିଯାଇଥାଏ । ଏହି ଧାରାରେ ସାମିଲ ହୋଇ ଜଣେ ଇଜିପ୍ଟ ଖେଳାଳି ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

Antilia
ଆଣ୍ଟିଲିଆର ୨୬ତମ ମହଲାରେ କାହିଁକି ରୁହନ୍ତି ମୁକେଶ-ନୀତା ? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...

Chanakya Niti
Chanakya Niti: ଏମିତିକା ଘରେ ରହିଲେ କେବେବି ହେବନି ଉନ୍ନତି; ସବୁବେଳେ ରହିବେ ଗରିବ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ତେବେ ଜାଣନ୍ତୁ କେମିତିକା ଘରେ ରହିଲେ ହୁଏନି ଜୀବନରେ ଉନ୍ନତି...

 Paris Olympics 2024
ଇତିହାସ ରଚିଲେ ମନୁ; ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ...

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦ ହାସଲ କଲା ଭାରତ  । 

Babushaan Mohanty
ଛାତିରେ ବାବୁସାନ୍‌ଙ୍କ ଟାଟୁ କଲେ ଫ୍ୟାନ୍‌: କହିଲେ ଏମତି କଥା...

ଟାଟୁ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ହେଲେ ଆମ ଓଲିଉଡର କୌଣସି ହିରୋଙ୍କ ଛବି କେହି ଛାତିରେ ଆଙ୍କିଥିବା ହୁଏତ କେବେ ଦେଖିନଥିବେ । 

Manu Bhaker
ଏତେ ସହଜ ନଥିଲା ମନୁଙ୍କ ଅଲିମ୍ପିକ ଯାତ୍ରା; ଜାଣନ୍ତୁ କେମିତି ଭାଗ୍ୟ ଦେଇନଥିଲା ସାଥ୍...

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଜାଣନ୍ତୁ...

Special Story
ଭକ୍ତି ଆଗରେ ହାର ମାନିଛି ଭୟ; ଗୋଟିଏ ଘରେ ଏକାଠି ରହୁଛନ୍ତି ମଣିଷ ଓ ସାପ...

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଷାକ୍ତ ନାଗସାପ। 

IPS Officer Rajesh Pandit
ବଡ଼ ଖବର; ସସ୍‌ପେଣ୍ଡ ହେଲେ IPS ରାଜେଶ ପଣ୍ଡିତ...

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ ନେଇ ସୂଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସେ ସସ୍‌ପେଣ୍ଡ ହୋଇଥିବ ସୂଚନା ମିଳିଛି ।

Rainfall deficit
ଚାଷୀଙ୍କୁ ଦାଉ ସାଧୁଛି ନିଅଣ୍ଟିଆ ବର୍ଷା; ଜୁଲାଇ ମାସରେ ବି ଆରମ୍ଭ ହୋଇନି ଚାଷ... 

ଚାଷୀଙ୍କୁ ଘାରିଲାଣି ଫସଲ ଚିନ୍ତା । ନିଅଣ୍ଟିଆ ବର୍ଷା ଲାଗି ଜମି ପଡିଆ ପଡିଥିବାରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି ।

Massive landslides hit Kerala
କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...

ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି  । 

Jalaka River
ବିପଦ ସଂକେତ ଟପିଲା ଜଳକା ନଦୀ ଜଳସ୍ତର; ଭୟଭୀତ ଲୋକେ...

ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । 

Weather Updates
ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ...

ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର। 

Train Accident
ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍  ଲାଇନଚ୍ୟୁତ... 

ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। 

Jagannath Temple Ratna Bhandar
ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ ରଥଙ୍କ ବଡ଼ ସୂଚନା, କହିଲେ...

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ  ହେଲା ଆଲୋଚନା । 

chanakya niti
Chanakya Niti: ସଙ୍କଟ ସମୟରେ ମନେ ରଖନ୍ତୁ ଏହି କଥା; କେବେବି ପଡ଼ିବେନି ବିପଦରେ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଆସନ୍ତୁ ଜାଣିବା ସଙ୍କଟ ସମୟରେ ଚାଣକ୍ୟଙ୍କର କେଉଁ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଧ୍ୟାନରେ ରଖିବା ଉଚିତ୍...

 Delhi coaching centre
Video: IAS କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ...

କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

Mahanadi Water Level
ଫୁଲୁଛି ମହାନଦୀ; ୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ !

ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ । ସକାଳ ୬ଟାରେ ମୁଣ୍ଡଳିରେ ଅତିକ୍ରମ କଲା ୨ ଲକ୍ଷ କ୍ୟୁସେକ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।