• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Rishabh Pant is back
ଦେଢ଼ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ।

 Drinking water crisis
ମୁଣ୍ଡ ଉପରେ ଖରାଦିନ; କଟକରେ ଘାରିଲାଣି ପାନୀୟ ଜଳ ସଙ୍କଟ !

ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ । 

Delhi BJP
ନିର୍ବାଚନ ପାଇଁ ଦିଲ୍ଲୀ ବିଜେପିର ରଣନୀତି; ଆଲୋଚନା କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା...

ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦିଲ୍ଲୀ ବିଜେପିର ରଣନୀତି । ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପ୍ରାର୍ଥୀଙ୍କ ସହ ଆଲୋଚନା ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Delhi CM Arvind Kejriwal ,
‘କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ନୂଆ ନୀତି ତିଆରିରେ ଥିଲା ପ୍ରତ୍ୟକ୍ଷ ସଂପୃକ୍ତ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ମଦ ନୀତି ଦୁର୍ନୀତିର କିଙ୍ଗପିନ । ଆଜି କୋର୍ଟରେ ହାଜର ପରେ ଇଡି ପକ୍ଷରୁ ଏହି ଦଲିଲ ଦିଆଯାଇଛି ।

Damodar Rout passes away
ନୀରବି ଗଲା ଶାଣିତ ସ୍ବର; ଆଉ ଶୁଣିବାକୁ ମିଳିବନି ଦାମ୍ଭିକ ବାଣୀ, ପରପାରିକୁ ଚାଲିଗଲେ ସସସ୍ତଙ୍କ ପ୍ରିୟ ଦାମ ବାବୁ...

ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।

Elephant pushes safari vehicle
ପର୍ଯ୍ୟଟକଙ୍କ ଗାଡ଼ିକୁ ଷୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ; ଚିତ୍କାର କଲେ ଲୋକ, ଦେଖନ୍ତୁ ଭିଡ଼ିଓ...

ହାତୀର ଅନେକ ଭିଡ଼ିଓ ଆପଣ ଦେଖିଥିବେ । ଅନେକ ଭିଡିଓ ଭାଇରାଲ୍ ମଧ୍ୟ ହୁଏ । କିନ୍ତୁ ଏହି ଭିଡ଼ିଓ ଦେଖିଲା ଆଶ୍ଚର୍ଯ୍ୟ ହୋଇଯିବେ । 

Arvind Kejriwal
ଇଡି ମୁଖ୍ୟାଳୟରେ ରାତି କାଟିଲେ କେଜ୍ରିୱାଲ; ‘ମିଳିଲାନି ବେଡ୍‌, ଶୋଇଲେ ତଳେ’

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣନ୍ତୁ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି...

Electoral bonds data
କେଉଁ କଂପାନୀ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ? ଜାଣନ୍ତୁ...

ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା SBI । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । 

 ED arresting Delhi CM Arvind Kejriwal
‘ମିଳିଲା କର୍ମର ଫଳ, ଦିନେ ମଦକୁ ବିରୋଧ କରୁଥିଲେ; ଆଜି ସେଇ ମଦ ପାଇଁ ଫସିଲେ’

କେଜ୍ରିୱାଲଙ୍କ ଗିରଫ ନେଇ ବଡ଼ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହାଜାରେ । ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ ।

Jharpada jail
ଜେଲ ଭିତରକୁ କେମିତି ଯାଉଛି ନିଶା ଦ୍ରବ୍ୟ ? କଣ କରୁଛନ୍ତି କର୍ତ୍ତୃପକ୍ଷ ? 

ଝାରପଡା ଜେଲରେ ପୋଲିସର ରେଡ ଆଉ ତା ଭିତରୁ ଗଞ୍ଜେଇ ମିଳିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଜି ।

 Series criminal
ସିଲକ୍ ସିଟିରେ ପୁଣି ମାତିଲେ ଅପରାଧୀ; ୩ ଦିନରେ ତିନୋଟି କ୍ରାଇମ

ପୁଣି ଥରେ ଅଶାନ୍ତ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର। ସହରରେ ନିୟମିତ ଲୁଟ୍ , ବୋମାମାଡ଼, ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ଭଳି ଘଟଣା ଘଟୁଛି। 

ADR Report
ନବୀନ ଧନୀ, ଋଣୀ ଦୀପାଳି: ଏଡିଆର୍ ରିପୋର୍ଟ

ଋଣଭାରରେ ବୁଡ଼ିଛନ୍ତି ରାଜ୍ୟର ଅନେକ ବିଧାୟକ। ଯିଏ ଯେତିକି ଧନୀ, ସେତିକି ଋଣୀ। ଶୁଣିବାକୁ କିଛିଟା ଅଡ଼ୁଆ ଲାଗୁଥାଇପାରେ । ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ- ADR ଏଡିଆର୍ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ ।

BJD
ବିଜେଡ଼ିର ଗଞ୍ଜାମ ଗଣିତ: କିଏ ପାଇବ ଟିକେଟ ?

ଆଶାୟୀଙ୍କ କନ୍ଦଳ ଭିତରେ ଗଞ୍ଜାମ ଗଣିତ। କିଏ ପାଇବ ଟିକେଟ, କାହାକୁ ଏଥର ହେବାକୁ ପଡ଼ିବ ନିରାଶ। ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମର ଦୁଇ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସ୍କାରେ ସଂଗଠନ କିପରି ରହିଛି ତାର ସମୀକ୍ଷା କରିଛନ୍ତି। ତାରି ଭିତରେ ଚର୍ଚ୍ଚା ହେଉଛି ଟିକେଟ୍ ପାଇଁ ସଙ୍କେତ...

BJP-BJD Alliance
ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ଦିନ ଯେତିକି ଯେତିକି ବିତୁଛି, ମେଣ୍ଟ ଆଶା ସେତିକି କମି କମି ଯାଉଛି । ସ୍ଥିତି ଏଭଳି ହେଲାଣି ଯେ, ମେଣ୍ଟ ହେବା ଠାରୁ ଏବେ ନହେବା ସମ୍ଭାବନା ଅଧିକ। ସ୍ଥିତିକୁ ଦେଖି ଢେର ଦିନର ନିରବତା ପରେ ଏବେ ପୁଣି ନିର୍ବାଚନୀ କସରତକୁ ଜୋରଦାର କରିଛନ୍ତି ଦୁଇ...

Damodar Rout critical
ଭେଣ୍ଟିଲେଟରରେ ଦାମୋଦର ରାଉତ

ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ। ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ କ୍ୟାପିଟାଲ୍ ହସ୍ପିଟାଲରେ ଉଚିତ ସମୟରେ CPR ଦିଆଗଲାନି ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମ୍ବିତ। ଯାହାର...

Kuldiha Sanctuary
ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ

ଳଡିହା ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ । ଏଥିପାଇଁ ଜଙ୍ଗଲରେ ରହିଛି ଦେଶୀ ବନ୍ଧୁକ କାରଖାନା । ବେଧଡ଼କ ବିକ୍ରି ହେଉଛି, ଭଡ଼ାରେ ବି ମିଳୁଛି । କୁଳଡିହା ରେଂଜରେ ବନ ବିଭାଗର ଅପରେସନରେ ୧୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ହୋଇଛନ୍ତି ୭ ଶିକାରୀ...

Damodar Rout critical
'ଅଲମୋଷ୍ଟ୍ ବ୍ରେନ୍ ଡେଡ୍' ଦାମୋଦର ରାଉତ ! 'ଲାଇଫ ସପୋର୍ଟ ସିଷ୍ଟମରେ ଚାଲିଛି ଚିକିତ୍ସା' 

ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ। ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି ।

Kuldiha Sanctuary
ଶିକାରୀଙ୍କୁ ଭଡ଼ାରେ ମିଳୁଛି ବନ୍ଧୁକ; ଜଙ୍ଗଲରେ ଚାଲିଛି ବେଧଡ଼କ କାରଖାନା ! 

କୁଳଡିହା ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ । ଏଥିପାଇଁ ଜଙ୍ଗଲରେ ରହିଛି ଦେଶୀ ବନ୍ଧୁକ କାରଖାନା । ବେଧଡ଼କ ବିକ୍ରି ହେଉଛି, ଭଡ଼ାରେ ବି ମିଳୁଛି ।

Damodar Rout's health condition
ଦାମୋଦର ରାଉତଙ୍କ ଅବସ୍ଥା ସଂକଟାପନ୍ନ 

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ। ପ୍ରାୟ ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Daughter
କ୍ରୋଧ ସାରିଦେଲା ସମ୍ପର୍କ: ଘରେ ପ୍ରେମିକ ସହ ଝିଅକୁ ଦେଖି ମାରିଦେଲା ମା’...

ନିଷ୍ଠୁର ମାଆ ! ଜନ୍ମ କଲା ଝିଅକୁ ମାରିଦେଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ । 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।