• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

 Nilgiri
ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ

ଚରମ ସୀମାରେ ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍ ରେ ଟିକେଟ୍ ଘୋଷଣା କରିପାରୁନି। 

Mining Mafia
ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ?

ସତରେ କଣ ଖଣି ଲବିରେ କଟିଲା କୈଳାସ କୁଲେସିକାଙ୍କ ଟିକେଟ। ଗତକାଲି କୈଳାସଙ୍କ ଏମିତି ସାଂଘାତିକ ଅଭିଯୋଗ ପରଠୁ କୋରାପୁଟ ରାଜନୀତିରେ ହଟଚମଟ। କୁହାଯାଉଛି ଖାଲି ଲକ୍ଷ୍ମୀପୁର ନୁହେଁ, କୋରାପୁଟ ଲୋକସଭାର ପଟାଙ୍ଗୀ ଆଉ ରାୟଗଡ଼ାରେ ବି ସମାନ ସମୀକରଣ ଥିବା ଚର୍ଚ୍ଚା ହେଉଛି।

Sahukar system
ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାର !

ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାରର ଉଦବେଗଜନକ ଘଟଣା । ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି।

Kandhamal Politics
ଭୋଟ୍ ପୂର୍ବରୁ ଗୋଳିଆ କନ୍ଧମାଳ ରାଜନୀତି

ନିର୍ବାଚନ ପୂର୍ବରୁ ଗୋଳିଆ ହେଲାଣି କନ୍ଧମାଳ ରାଜନୀତି। ଏଠି ତିନି ଦଳର ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ କରୁଛି କୁଇ ସମାଜ। ବିଶେଷ କରି ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଅଣ-ଆଦିବାସୀ ଦର୍ଶାଇ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ କୁହାଯାଇଛି।

AC
ଅସହ୍ୟ ହିଟୱେଭ୍ ପାଇଁ ଏସିର ଏବେ ହାଇ ଡିମାଣ୍ଡ୍

ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ,ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । ହେଲେ ଇଲେକ୍ଟ୍ରୋନିକ୍ସ ଦୋକାନରେ ମନମୁତାବକ ଏସି ମିଳିବା ମୁସ୍କିଲ ହୋଇଯାଉଛି। ତେବେ ଏସିର...

Sahukar system
ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାର; ୩ ପିଢ଼ି ସୁଝୁଛନ୍ତି ୧୦ ହଜାର ଟଙ୍କା ! 

ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି ।

 Nilgiri
ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି। 

Debashis Nayak takes a dig at BJD
‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’ 

Rat Embedded In Ice
ଥଣ୍ତା ପାନୀୟ ପିଉଥିଲେ ସାବଧାନ ! ବରଫ ଭିତରୁ ବାହାରିଲା ମଲା ମୂଷା...

ପୁଣେ ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା । କିନ୍ତୁ ଦୁଇ ଦିନ ମଧ୍ୟରେ ଘଟିଥିବା ଘଟଣା ପୁଣେକୁ ଲଜ୍ଜିତ କରିଛି । ଗତକାଲି ସିଙ୍ଗଡ଼ା ଭିତରୁ କଣ୍ଡୋମ ବାହାରିଲା ଥିଲା । ଆଜି ପୁଣି ବରଫରୁ ବାହାରିଛି ମଲା ମୂଷା ।

AI will be smarter than humans
ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।

Parrot Predicts Lok Sabha Election Result
ଲୋକସଭା ନିର୍ବାଚନରେ ​​କିଏ ଜିତିବ ? 'ଭବିଷ୍ୟବାଣୀ' କଲା ଶୁଆ; ଅଡୁଆରେ ମାଲିକ...

ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛି ଶୁଆ । ଯାହାକୁ ନେଇ ଏବେ ସୁବଆଡ଼େ ଚର୍ଚ୍ଚା । ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଅଞ୍ଚଳରେ ।

Ambulances
ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି...

ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।

Murder accused biting police
ପୋଲିସକୁ କାମୁଡ଼ି ଅଭିଯୁକ୍ତ ଛୁ; ଆକ୍ରମଣ ଅଭିଯୋଗରେ ମା’ ଗିରଫ...

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ ପୋଲିସକୁ କାମୁଡ଼ି ଖସିଗଲା । କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଘଟଣା । ଗିରଫ କରି ନେବାବେଳେ ପୋଲିସକୁ ଆକ୍ରମଣ ସହ କାମୁଡ଼ିଲା ଅଭିଯୁକ୍ତ ।

Chhattisgarh Bus Accident
ମର୍ମନ୍ତୁଦ ଦୁର୍ଘଟଣା: କାମ ସାରି ଘରକୁ ଫେରିବା ବେଳେ ଖଣିକୁ ଖସିଲା ବସ୍; ୧୨ ମୃତ...

Chhattisgarh Bus Accident: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ଜଣଙ୍କ ଗଲା ଜୀବନ, ୧୨ରୁ ଅଧିକ ଆହତ । ଦୁର୍ଗର ଏକ ଖଣି ଖାତରେ ଖସିପଡ଼ିଲା ବସ୍  ।

hydrating fruits
ଖରା ଦିନେ ଖାଆନ୍ତୁ ଏହି ଫଳ; ଶରୀରକୁ ରଖିବ ହାଇଡ୍ରେଟ୍ ! 

ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ତେବେ ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ ।

Rain Alert
ପୁଣି ଆସୁଛି ବଡ଼ ବର୍ଷା ! ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ...

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି ହୋଇଛି । 

stock market
ଷ୍ଟକ ବଜାରରେ ରେକର୍ଡ଼; ପ୍ରଥମ ଥର ପାଇଁ ୭୫,୦୦୦ ଟପିଲା ସେନ୍ସେକ୍ସ...

ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି । 

beef-mixed samosas
ସିଙ୍ଗଡ଼ାରେ ଗୋମାଂସ ଭର୍ତ୍ତି କରି ବିକୁଥିଲେ; ଗିରଫ ହେଲେ ୬ ଜଣ ବ୍ୟକ୍ତି...

 ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...

Paradeep
ପାରାଦୀପ ଟିକେଟ୍‌କୁ ନେଇ ଛକାପଞ୍ଝା; କାହାକୁ ପ୍ରାର୍ଥୀ କରିବ ଟେନ୍‌ସନ୍‌ରେ ବିଜେଡ଼ି ! 

ପାରାଦୀପ ଟିକେଟ ପାଇଁ ବିଜେଡ଼ିରେ କଳି ତୀବ୍ର ହୋଇଛି । ବିଧାୟକ ସମ୍ବିତ ରାଉତରାୟ ଭୁବନଶ୍ବରରେ ଡେରା ପକାଇଥିବା ବେଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ଶଙ୍ଖ ଭବନ ଏବଂ ନବୀନ ନିବାସ ଧାଉଁଛନ୍ତି ।

ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ
ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ; ହଷ୍ଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ...

ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଘରୋଇ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ମିଳିଲା ମୃତଦେହ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।