ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ଦିନକୁ ଦିନ ସରକାର ଶିଶୁ ଓ ମହିଳାଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଏବେ ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ତା ସହ କୁକୁଡ଼ା ଚିଆଁ ଫ୍ରି ।
ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍ରେ ମଦ ଡେଲିଭରି ହେବ ।
ଚଳିତ ବର୍ଷ ପାଇଁ ସମ୍ମାନଜନକ "ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର" ପାଇବେ ଓଡ଼ିଆ କଥା ସାହିତ୍ୟର ଯୁବ କଥାଶିଳ୍ପୀ ବିଶ୍ୱନାଥ ସାହୁ । ତାଙ୍କର ଗଳ୍ପ ସଂକଳନ "ମୂର୍ତ୍ତି ପ୍ରବେଶ" ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ତାମ୍ପରା ହ୍ରଦରେ ନିର୍ମିତ ସ୍ଥାୟୀ ନିର୍ମାଣ ବିରୋଧରେ ଏନଜିଟି ଛାଟ । ୪ ସପ୍ତାହ ମଧ୍ୟରେ ଉଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।
ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।
ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଉଦଘାଟନ କରିବେ ଜେପି ନଡ୍ଡା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି ।
ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।
କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...
ଟ୍ରେନି IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର ।
ଖୋଲିଲା ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା । ଶୁଭ ସମୟ ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନଭଣ୍ଡାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଆଜି ରାଜ୍ୟ କ୍ୟାବିନେଟ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା...
ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି।
ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା।
ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ । ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା ।
ରୋହିତ ଶର୍ମାଙ୍କ ପରେ କିଏ ? ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ଜାଣନ୍ତୁ କାହିଁକି...
ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି । ଯାହକୁ ନେଇ ଉତ୍ସାହିତ ଜାମନଗର ବାସୀ ।