• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Telegram Ban in India
 ଜୋରଦାର ଚର୍ଚ୍ଚା; ଭାରତରେ ବ୍ୟାନ୍ ହୋଇଯିବ କି ଟେଲିଗ୍ରାମ୍ ?

ଭାରତରେ ବ୍ୟାନ ହୋଇଯିବ କି ଟେଲିଗ୍ରାମ୍ । ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ୍ ବୋର୍ଜେଟ ବିମାନ ବନ୍ଦରରୁ ଟେଲିଗ୍ରାମ୍ ସିଇଓ ପାଭେଲ ଡୁରୋଭ ଗିରଫ ହେବା ପରେ ସାରା ଦେଶରେ ବଢ଼ିଛି ଏଭଳି ଶଙ୍କା।

House Gutted in Fire
ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା ଘର, ସର୍ବସ୍ବାନ୍ତ ୧୫ ପରିବାର...

ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଆଳିଶ ଗାଁରେ ନିଆଁ ଲାଗିଥିଲା। 

Heavy rainfall
୨୯ରେ ପୁଣି ଲଘୁଚାପ; ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ୱେଲ୍ ମାର୍କଡ ଲୋ ପ୍ରେସର । ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।

Admission Process
ଫାଙ୍କା ପଡ଼ିଛି ସିଟ୍, ସରୁନି ନାମଲେଖା ପ୍ରକ୍ରିୟା; ଏପଟେ ଆରମ୍ଭ ହେଲାଣି ପାଠପଢ଼ା...

 ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି।

Odisha Politics
ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ; ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍...

ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍‌ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର।

 Modi Biden talk
ବାଇଡେନଙ୍କ ସହ କଥା ହେଲେ ମୋଦି; ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ...

ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

 Champai Soren
ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ୍; ସୋସିଆଲ ମିଡିଆରେ ସୂଚନା ଦେଲେ ହିମନ୍ତ...

ଆସନ୍ତା ୩୦ ତାରିଖରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । 

Kolkata Horror
TMC ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ; ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଘେରାଉ କରିବେ ୩୦ ହଜାର ଛାତ୍ରଛାତ୍ରୀ...

ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। 

 Swami Lakshmanananda Saraswat
ସ୍ବାମୀଜୀଙ୍କୁ ମନେ ପକାଉଛି ହିନ୍ଦୁ ସମାଜ; ଅସଲ ହତ୍ୟାକାରୀ କିଏ ? ହତ୍ୟା ପଛରେ ଥିଲା କି ଷଡ଼ଯନ୍ତ୍ର ?

ନିଜ କର୍ମସ୍ଥଳୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହୋଇଥିଲା ନିର୍ମମ ହତ୍ୟା । ଆଜି ସେଇ ଦିନ, ସ୍ବାମୀଜୀଙ୍କ ବଳିଦାନ ଦିବସ। ୧୬ତମ ପୁଣ୍ୟତିଥିରେ ସନ୍ଥ ଲକ୍ଷଣାନନ୍ଦଙ୍କୁ ମନେ ପକାଉଛି ହିନ୍ଦୁ ସମାଜ। 

Subhadra Yojana
ଆସିଲା‘ସୁଭଦ୍ରା’ ନିର୍ଦ୍ଦେଶାବଳୀ; ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ...

‘ସୁଭଦ୍ରା’ ଏସଓପି ପରେ ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର । ମାସକୁ ୧୫ଶହରୁ ଅଧିକ ସହାୟତା ପାଉଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା । ୱାର୍ଡମେମ୍ବର ଓ କାଉନସିଲର ଛଡ଼ା ଅନ୍ୟ ନିର୍ବାଚିତ ପ୍ରତିନିଧି ବାଦ୍ ପଡ଼ିବେ ।

Bird Flu Outbreak
ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? ଜାଣନ୍ତୁ...

ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି ।

BJD Leader
ଚାକିରି ନାଁରେ ବିଜେଡି ନେତ୍ରୀଙ୍କ ଠକେଇ ଅଭିଯୋଗ; ଥାନାରେ ରୁଜୁ ହେଲା ମାମଲା...

ମାଲକାନଗିରି ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ୨ ଜଣଙ୍କ ନାଁରେ ଏତଲା ।

SUBHADRA Yojana
ସୁଭଦ୍ରା ଯୋଜନା: କେମିତି ଓ କେଉଁଠି କରିବେ ଆବେଦନ ? ଜାଣନ୍ତୁ... 

ଆସିଲା ‘ସୁଭଦ୍ରା ଯୋଜନା’ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା  । ଜାଣନ୍ତୁ କେମିତି ଓ କେଉଁଠି କରିବେ ଆବେଦନ...

gold silver seized
ଚାଞ୍ଚଲ୍ୟକର ଖବର; ଏତେ ସୁନା କାହାର, ଯାଉଥିଲା କୁଆଡେ ?

ଭୁବନେଶ୍ୱରରେ କଣ୍ଟେନରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । 

Viral Audio Clip
ସରଗରମ ଆସ୍କା ରାଜନୀତି; ଭାଇରାଲ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ...

ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।

Constable Attacked
ଅମାନୁଷିକ, ବର୍ବର କାଣ୍ଡ; କନଷ୍ଟେବଲଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ହାବିଲଦାର..

ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଘଟଣ । ଅଗ୍ନିଶମ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର ।

BJP Workers thrash
ବାଳକାଟିରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ; କର୍ମୀଙ୍କ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ...

ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର  ଆୟୋଜନ କରାଯାଇଥିଲା । 

Bengali Actor Payel Mukherjee
Special Story: ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ କୋଲକାତା; ଅଭିନେତ୍ରୀଙ୍କୁ ବିଚ୍‌ ରାସ୍ତାରେ ଦୁର୍ବ୍ୟବହାର !

ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍‌ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ ।

Pension Scheme
UPS vs OPS vs NPS: କେଉଁ ପେନ୍‌ସନ୍‌ ସ୍କିମ୍‌ ଭଲ ? କ’ଣ ରହିଛି ଫରକ୍‌  ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ତେବେ ୨୦୦୪ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ ?

Bird Flu Outbreak
ବଢ଼ିଲା ବାର୍ଡ ଫ୍ଲୁ ସଂକ୍ରମଣ ଭୟ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ 5 ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ...

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।