• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Naveen Patnaik
ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ !

ନିର୍ବାଚନ ବିପର୍ଯ୍ୟୟ ଓ ବିଜେଡିରେ ଦଳୀୟ କନ୍ଦଳ ବଢ଼ିବା ପରେ କମାଣ ପୁଣି ଧରିଲେ ନବୀନ।ନୂଆ ରଣନୀତି ଆପଣାଇ ଗଣେଶ ପୂଜାରୁ ଲୋକଙ୍କ ପାଖକୁ ଯିବାକୁ ଆରମ୍ଭ କରିଛନ୍ତି।ଯାହାକୁ ଦଳୀୟ ନେତା ପ୍ରଚାର ପ୍ରସାର କରି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି।...

CM Kisan Yojana
ମିଳିଲା ସିଏମ୍ କିଷାନ୍ ଟଙ୍କା

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ 925 କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ...

English poetry
ଉନ୍ମୋଚିତ ହେଲା କବି ଯଶୋଧାରାଙ୍କ ଇଂରାଜୀ କବିତାଗ୍ରନ୍ଥ 'କ୍ରାଉନ୍ ଅଫ୍ ମେମୋରିଜ୍‌'...

ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି।

Odisha second AIIMS
‘ସମ୍ବଲପୁରରେ ହେବ ରାଜ୍ୟର ଦ୍ବିତୀୟ AIIMS’

ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Naveen Patnaik
ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ ! ୨ ସାଂସଦ ଦଳ ଛାଡ଼ିବା ପରେ ନୂଆ ଷ୍ଟ୍ରାଟେଜି କି ?

ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ।

CM Kisan Yojana
CM Kisan Yojana: ଚାଷୀଙ୍କୁ ନୂଆଁଖାଇ ଭେଟି, ମିଳିଲା ସିଏମ୍ କିଷାନ୍ ଟଙ୍କା

ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା। 

Dhenkanal Shame
ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ପ୍ରତିଦିନ ରାତିରେ ୬-୭ ଜଣ କରୁଥିଲେ ଗଣଦୁଷ୍କର୍ମ...

ଅସହାୟ ଯୁବତୀଙ୍କୁ ନିୟମିତ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ଘଟଣା ।

Rental Scams in Bhubaneswar
ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍; OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକେଇ...

ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। 

Ravenshaw University
ରେଭେନ୍ସା ତାତି, କ୍ୟାମ୍ପସ୍‌ ଗଣ୍ଡଗୋଳ: ପ୍ରସଙ୍ଗକୁ ହାୱା ଦେଉଛି କି ବିଜେଡି ?

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।

Bangladeshi Immigrants
ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।

 Ganesh Puja 2024
ଆସନ୍ତାକାଲି ବିରାଜିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ; ଚଳଚଞ୍ଚଳ ଜଟଣୀ ସହର...

ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...

RIR Power Electronics
ରାଜ୍ୟରେ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍; ମିଳିବ ୫୦୦ କର୍ମଚାରୀଙ୍କୁ ନିଯୁକ୍ତି 

ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Ravenshaw Renaming Row
‘ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି’

ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ।

Vinesh Phogat Bajrang Punia
ହାତ ଧରିଲେ ଭିନେଶ-ବଜରଙ୍ଗ; ହରିୟାଣା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ...

ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। 

Kolkata doctor rape-murder
କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...

ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା । 

Sujeet Kumar
ସୁଜିତଙ୍କ ବିସ୍ଫୋରକ ବୟାନ; ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ପ୍ରବଳ ଦୁର୍ନୀତି ହୋଇଛି...

ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ମିଶୁ ମିଶୁ ବିସ୍ଫୋରଣ କରିଛନ୍ତି। ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି । 

corruption
ନବୀନ, ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ; ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ...

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । 

Aadhaar Card
ଆଧାର କାର୍ଡକୁ ନେଇ ବଡ଼ ଖବର: ୧୦ ବର୍ଷ ଭିତରେ ଅପଡେଟ୍‌ କରିନଥିଲେ କରନ୍ତୁ,ନଚେତ୍‌...

୧୦ ବର୍ଷ ଭିତରେ ଅପଡେଟ କରିନାହାନ୍ତି ତେବେ ଏହାକୁ ଅପଡେଟ କରିବା ଜରୁରୀ। ଏଥିପାଇଁ ପରିଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । 

indian cricketer
୨୦୨୩-୨୪ ଆର୍ଥିକ ବର୍ଷରେ କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ? ଜାଣନ୍ତୁ...

୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...

Stolen
Special Story: ଚାହୁଁ ଚାହୁଁ ଲୁଟ୍‌ ହୋଇଗଲା ୫ ଲକ୍ଷ ଟଙ୍କା; ଦେଖିଲେ କରିପାରିବେନି ବିଶ୍ବାସ...

ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍‌ କରିନେଇଛି । ଯାହାର ଦୃଶ୍ୟ ଦେଖିଲେ ଆପଣ ବିଶ୍ବାସ କରିପାରିବେନି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।