• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Durga Puja
କମ୍ପିଲାଣି ବିଭିନ୍ନ ପୂଜା ମଣ୍ଡପ

ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣ ମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ। 

Haryana Election
ହରିୟାଣାରେ ହାଟ୍ରିକ୍ ବିଜୟ ପରେ ସରକାର ଗଠନ କସରତ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Puri Srimandir
ଶ୍ରୀମନ୍ଦିର ଭିତରେ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ଲୁ-ପ୍ରିଣ୍ଟ

ଧାଁ ଦୌଡ଼ । ଅସମ୍ଭାଳ ଭିଡ଼ । ଠେଲାପେଲା ଓ ଅଣନିଶ୍ବାସୀ । ଶ୍ରୀମନ୍ଦିର ଭିତରେ ଜଗା ଦର୍ଶନାର୍ଥୀଙ୍କ ପାଇଁ ଇଏ ନିତି ଦିନିଆ ଯମ ଯନ୍ତ୍ରଣା । ଏଥିରୁ ଭକ୍ତଙ୍କୁ ମୁକ୍ତି ଦେବାକୁ ହୋଇଛି ବ୍ଲୁ ପ୍ରିଣ୍ଟ ।

Dangerous Voyage Across Chilika
ଚିଲିକା ମଝିରେ ବିପଦଜନକ ଯାତ୍ରା

ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍‌ରେ ଯାଉଛନ୍ତି ଲୋକେ।

Ganja Farming
ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।...

Subhadra Yojana
ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି । 

 Goat in Raighar
ଚର୍ଚ୍ଚାରେ ରାଇଘରିଆ ଛେଳି; ସୁଆଦିଆ ମାଂସ ପାଇଁ ପ୍ରସିଦ୍ଧ, ଜାଣନ୍ତୁ କଣ ରହିଛି ଫାଇଦା...

ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍‌ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା। 

Durga Puja
ଆଜି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଧରାବତରଣ; କମ୍ପିଲାଣି ବିଭିନ୍ନ ପୂଜା ମଣ୍ଡପ

ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ। 

Puri Srimandir
ଶ୍ରୀମନ୍ଦିର ଭିତରେ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ଲୁ-ପ୍ରିଣ୍ଟ; ୬ ଲାଇନରେ ହେବ ପ୍ରବେଶ ଓ ପ୍ରସ୍ଥାନ

ଧାଁ ଦୌଡ଼ । ଅସମ୍ଭାଳ ଭିଡ଼ । ଠେଲାପେଲା ଓ ଅଣନିଶ୍ବାସୀ । ଶ୍ରୀମନ୍ଦିର ଭିତରେ ଜଗା ଦର୍ଶନାର୍ଥୀଙ୍କ ପାଇଁ ଇଏ ନିତି ଦିନିଆ ଯମ ଯନ୍ତ୍ରଣା । ଏଥିରୁ ଭକ୍ତଙ୍କୁ ମୁକ୍ତି ଦେବାକୁ ହୋଇଛି ବ୍ଲୁ ପ୍ରିଣ୍ଟ ।

Dangerous Voyage Across Chilika
ଚିଲିକା ମଝିରେ ବିପଦଜନକ ଯାତ୍ରା; ପ୍ରତିଦିନ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଲୋକେ

ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍‌ରେ ଯାଉଛନ୍ତି ଲୋକେ।

Ganja Farming
ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’; ଧରାପଡ଼ୁଛନ୍ତି ଆଦିବାସୀ-ଛୁ’ ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍। 

BJD MLA Souvik Biswal
‘ନବୀନଙ୍କ ସମୟରେ ଦୁଇଜଣ ସରକାର ଚଳାଉଥିଲେ, ସେମାନେ ସବୁ କଥା ବୁଝୁଥିଲେ’

ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ।

Jalebi Factor
ହରିୟାଣା ନିର୍ବାଚନ: କଂଗ୍ରେସ ପାଇଁ ମହାଙ୍ଗା ପଡ଼ିଲା ଜିଲାପି ଓ ଜାଟ୍‌ ଭୋଟ !

ହରିୟାଣା ନିର୍ବାଚନରେ ​​ଦୁଇଟି ଶବ୍ଦ ଉପରେ ଅଧିକ ଆଲୋଚନା କରାଯାଇଥିଲା। ପ୍ରଥମଟି ହେଉଛି- ଜାଟ ଓ ଦ୍ୱିତୀୟଟି ହେଉଛି- ଜିଲାପି । ତେବେ କଣ ଏହି ପ୍ରସଙ୍ଗ ? ଜାଣନ୍ତୁ...

Haryana Elections
ହରିୟାଣାରେ ବିଜେପିର ହ୍ୟାଟ୍ରିକ; କାହିଁକି ହାରିଲା କଂଗ୍ରେସ ? ଜାଣନ୍ତୁ ୫ କାରଣ...

ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କିଭଳି ଦଳ ରେକର୍ଡ ୩ୟ ଥର ଲାଗି ହରିୟାଣାରେ ସଫଳ ହେଲା ?

CCTV Cameras
୧୩ଟି ଥାନାରେ ସିସିଟିଭି ନାହିଁ; ହାଇକୋର୍ଟରେ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍

ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।

Omar Abdullah
ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା ।

 Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ଆସନ୍ତାକାଲି ହିତାଧିକାରୀଙ୍କୁ ମିଳିବ ଟଙ୍କା

ସୁଭଦ୍ରା ଟଙ୍କା ମିଳିବା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାକାଲି ଆସିବ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା। 

Haryana Elections 2024
ଫେଲ୍ ମାରିଲା ଏକଜିଟ୍ ପୋଲ୍; କଂଗ୍ରେସ କହିଲା, ‘ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI’

ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି।

Congress
ହରିୟାଣାରେ ପଛେଇଲା କଂଗ୍ରେସ, ବନ୍ଦ ହେଲା ସେଲିବ୍ରେସନ୍; ବଦଳି ଯିବ କି ଏକଜିଟ୍ ପୋଲ୍ ଆକଳନ ?

ସମୟ ବଢ଼ିବା ସହ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର କଲା ବିଜେପି । ପ୍ରଥମେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ ।

Jammu And Kashmir Election 2024
ଚାଲିଛି ଜାମ୍ମୁ କାଶ୍ମୀର ଭୋଟ ଗଣତି; ଅବଦୁଲ୍ଲା ଆଗୁଆ, ଇଲ୍‌ତିଜା ପଛୁଆ 

ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।