ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍।
ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ୨୬ରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା ।
ପ୍ରଶ୍ନପତ୍ର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବକୁ ଦୂର କରି ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ? ବରାଦି ଭୋଗଠୁ ନେଇ ପିଠା, ଖଜା ଭଳି ଶୁଖିଲି ଭୋଗରେ ବ୍ୟବହୃତ ଘିଅ କେତେ ଶୁଦ୍ଧ? ବିକ୍ରି ହେଉଥିବା ଦୀପରେ ଲାଗୁଛି କେଉଁ ପ୍ରକାରର ଘିଅ? ଏସବୁ ଘିଅ ଅସଲି ନା ନକଲି?
ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW? ନା ମୁହଁ ମୋଡ଼ି ମହାରାଷ୍ଟ୍ରକୁ ପଳେଇ ଯିବ?
୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ। କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା। ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି…
ଭୁବନେଶ୍ବରରୁ ସାରା ଭାରତବର୍ଷକୁ ଦୋହଲାଇଦେଲା ଭରତପୁର କାଣ୍ଡ। ହେଲେ ଏହି କାଣ୍ଡର କେମିତି ହେବ ବିଚାର ବିଭାଗୀୟ ତଦନ୍ତ ? କେଉଁ ସାକ୍ଷ୍ୟ ପ୍ରମାଣ ଆଧାରରେ କାହାକୁ ଦୋଷୀ ଏବଂ କାହାକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବେ ଜଷ୍ଟିସ ସିଆର୍ ଦାଶ କମିଶନ ?
ଭରତପୁର ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି।
ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW ?
ତିରୁପତି ଲଡୁରେ ପଶୁ ଚର୍ବିରୁ ପ୍ରସ୍ତୁତ ଘିଅ ବ୍ୟବହାରର ବିବାଦ ପରେ ସନ୍ଦେହ । ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ ?
ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ୍ । ଏଥିପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ୍ ।
ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହା ଭୟର ଅନ୍ୟନାମ କହିଲେ କିଛି ଭୁଲ୍ ହେବ ନାହିଁ ।
ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ।
ଓଟିଭିକୁ ସ୍ବତନ୍ତ୍ର ଭାବେ ସୂଚନା ଦେଇ ବଡ଼ ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ୍ ଦାଶ। ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।
ମମତା ଯୋଜନାରେ ୬ ହଜାର ଟଙ୍କା ମିଳିବ କହି ଠକି ନେଇ ଗଲେ ୬୦ ହଜାର। ଏଭଳି କିଛି ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଅଞ୍ଚଳରେ।
ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ ।
କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କ’ଣ ସାମଗ୍ରୀ ଅତି ଯତ୍ନର ସହ ତିଆରି ହେଉଛି ।
ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍ରେ ବିଜେଡି ସୂଚନା ଦେଲା ।