ନୂଆ ସରକାରକୁ ୩ ମାସ, ଅଚଳ ନିଗମ ଓ ବୋର୍ଡ । ଜୁନ୍ ୨୨ରୁ ପୁରୁଣା ଅଧ୍ୟକ୍ଷଙ୍କୁ ଦିଆଯାଇଛି ଅବ୍ୟାହତି । ଏଯାଏଁ ନୂଆ ଅଧ୍ୟକ୍ଷ ନିଯୁକ୍ତି କରିନାହାନ୍ତି ସରକାର । ଆଶା ଆଶଙ୍କାରେ ଲବିରେ ଥିବା ନେତା ।
Published By: Sujit kumar Swain
Last updated: 29 September 2024, 09:41 PM IST
ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଆଇଟମ ଡ୍ୟାନସର । ଯାତ୍ରା ପେଣ୍ଡାଲରେ ଏଥର ହେବନି ଅଙ୍ଗ ପ୍ରଦର୍ଶନ ।