ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତିକୁ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।
କାନପୁରର କିଦୱାଇ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ 'ରିଭାଇବଲ ୱାର୍ଲ୍ଡ' ନାମକ ଏକ ଥେରାପି ସେଣ୍ଟର ଖୋଲାଯାଇଥିଲା । ଯେଉଁଥିରେ ବୃଦ୍ଧଙ୍କୁ ଯୁବକ କରିଦେବା ପାଇଁ ଥେରାପି ଦିଆଯାଉଥିଲା ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସକୁ ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ।
ଭୁବନେଶ୍ବରରେ ପୋଲିସକୁ ଛୁରାମାଡ଼ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼ ।
ଫେକ୍ ଫୋନ୍ କଲ୍ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ ।
Navratri 2024: ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।
୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି ।
ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ ଚଢ଼ାଉ। ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ ।
ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।
ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଯିବା ପୂର୍ବରୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ 5 ବର୍ଷରେ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।
ଯିଏ ଯେତେ ଦୂରେ ଥାଇ ବି ନଡିଆଟିଏ ଯାଚିଦେଲେ ମନରେ ବିଶ୍ବାସ ଥାଏ, ମାଆ ଅତି ସରାଗରେ ତାକୁ ଗ୍ରହଣ କରିବେ, ବା ମାଆ ପାଖରେ ପହଂଚିଯିବ। ହେଲେ ବାସ୍ତବ ସ୍ଥିତି ରହିଛି ଭିନ୍ନ।
ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି।
ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ ।
ବିହାର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବାୟୁସେନାର ଆଡଭାନ୍ସ ଲାଇଟ ହେଲିକପ୍ଟର ଜରୁରୀ କାଳୀନ ଅବତରଣ କରିଛି।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସ୍ଥଳ ବିଶେଷରେ ଏହା ବାସ୍ତବ ହୋଇପାରେ। ଏକ ଭାଇରଲ ଭିଡିଓରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।