• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Mobile Inside Jail
ପାର୍ବଣରେ ଅପରାଧ ଭିଆଇବାକୁ ହେଉଛି କି ଯୋଜନା ?

ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା...

Unified Pension Scheme
NPSଠୁ କେତେ ଭଲ UPS ?

ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍  ପେନସନ ସ୍କିମ୍- UPS। ଯେଉଁଥିରେ 25 ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ। ତେବେ 2004ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ?...

Kolkata Doctor Case
କୋଲକାତାର ସାହିଗଳିରେ ତୀବ୍ର ହେଲାଣି ସରକାର ବିରୋଧୀ ସ୍ବର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ...

BJD Politics
ନବୀନଙ୍କୁ ଘାରିଲାଣି ନିଜ ଗଡ଼ ରକ୍ଷା ଚିନ୍ତା

ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି। ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେଥିରୁ ବାଦ୍ ପଡ଼ିଲାନି ଖୋଦ୍ ବିଜେଡି ସୁପ୍ରିମୋ ନବନୀଙ୍କ ଗଡ଼ ହିଞ୍ଜିଳି।

Unified Pension Scheme
୨୫ ବର୍ଷ ଚାକିରି କରିଥିଲେ ବେସିକ୍‌ର ଅଧା ମିଳିବ ପେନ୍‌ସନ୍‌; NPSଠୁ କେତେ ଭଲ UPS ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ଯେଉଁଥିରେ ଉପକୃତ ହେବେ ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଯଦି ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷକୁ ବଢ଼ିଯିବ।

Mobile Inside Jail
ବିଭିନ୍ନ ଜେଲରେ ରେଡ୍, ବିପୁଳ ମାଦକ ଦ୍ରବ୍ୟ ଜବତ: ହୁଗୁଳି ଯାଇଛି କି ସୁରକ୍ଷା ବ୍ୟବସ୍ଥା ?

ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ? 

Bird Flu Outbreak
ବଢ଼ିଲା ବାର୍ଡ ଫ୍ଲୁ ସଂକ୍ରମଣ ଭୟ; ପିପିଲିର ପ୍ରଭାବିତ ଅଞ୍ଚଳରୁ କଲିଂ ଆରମ୍ଭ...

ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ଚାଲିଲା କଲିଂ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ  କୁକୁଡ଼ା ମରା ଅଭିଯାନ ହୋଇଛି ।

IPS Officers DS Kuttey
ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଚାର୍ଜଫ୍ରେମ୍ 

ଦୁଇ IPS ଅଧିକାରୀ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂ ବିରୋଧରେ ଗୃହ ବିଭାଗର ଚାର୍ଜଫ୍ରେମରୁ ଆସିଛି ସାଙ୍ଘାତିକ ଅଭିଯୋଗ । କେମିତି ତୃତୀୟ ମହଲାରୁ ଜିଲ୍ଲାପାଳ ଓ ଏସପିଙ୍କୁ ଫୋନ କରି ନିର୍ବାଚନକୁ ପ୍ରଭାବିତ କରୁଥିଲେ କୁଟ୍ଟେ, ଏମିତି କି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ...

Odisha Congress
କଂଗ୍ରେସ ମଙ୍ଗୁଆଳ ଖୋଜା ସରୁନି 

ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ...

SUBHADRA Yojana
ସୁଭଦ୍ରା ଯୋଜନାକୁ ନେଇ ରାଜନୀତି ଜୋର୍ 

ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି । ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ । ଏଣେ ସ୍ୱଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ୱାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ...

Kolkata Murder Case
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅନବରତ ଆନ୍ଦୋଳନ

କୋଲକାତାର ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପୁରିଲାଣି ୧୪ଦିନ । ହେଲେ ପୀଡ଼ିତାଙ୍କୁ ନ୍ୟାୟ, ଅପରାଧ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ଓ ଦୋଷୀମାନଙ୍କୁ ଉଚିତ ଦଣ୍ଡବିଧାନ ଦାବିରେ ଥମୁନି ଜନତାଙ୍କ ଦୁର୍ବାର ଆନ୍ଦୋଳନ । ଦିନରାତି ଏକ୍ କରି ନ୍ୟାୟ ମାଗୁଛନ୍ତି ସାଧାରଣ ଜନତା। 

 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି । 

Naxal Violence
'୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ'

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ। ଛତିଶଗଡ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

IPS Officers DS Kuttey
ଗୃହ ବିଭାଗ ଚାର୍ଜଫ୍ରେମରେ ସାଂଘାତିକ ତଥ୍ୟ; ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଟ୍ଟେ !

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ !

Unified Pension Scheme
କର୍ମଚାରୀଙ୍କ ପାଇଁ ଖୁସି ଖବର; ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ...

ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି।

SUBHADRA Yojana
'ସୁଭଦ୍ରା' ଯୋଜନା SOPକୁ ନେଇ ତେଜିଲା ରାଜନୀତି; ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା।

 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି।

Honey Farmer
Special Story: ନିଶା ହେଲା ପେଶା; ମହୁ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...

ନିଶାକୁ ଆଜି ପେଶାରେ ପରିଣତ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ଚାଷୀ ହରିହର ।  ନିଜ ବାଡ଼ିରେ ମହୁ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Kolkata Rape-Murder
‘ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା, ମୋ ଭାଇକୁ କଡ଼ା ଶାସ୍ତି ମିଳୁ’

ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି।

Abhishek Banerjee
ପଶ୍ଚିମବଙ୍ଗରେ ବି ପାଣ୍ଡିଆନ୍‌ ଫର୍ମୁଲା; ଦିଦି ସିନା ମୁଖ୍ୟମନ୍ତ୍ରୀ ହେଲେ ଚାଲିଛି ପୁତୁରା ଶାସନ... 

ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖେ ପାଣ୍ଡିଆନ୍‌ ରୁହନ୍ତି । ସେହିପରି ମମତାଙ୍କ ସହ ରହିଥାନ୍ତି ପୁତୁରା ଅଭିଷେକ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।