ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି।
ଚିକିଟି ମଦମୃତ୍ୟୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟା ଦାଖଲ କରିଥିବା ମାନହାନୀ ମକଦମାର ଶୁଣାଣି କରି ସଞ୍ଜୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ମାଜାଗାଓଁର ମେଟ୍ରୋପଲିଟାନ କୋର୍ଟ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍ ନମ୍ବର ୧ ରୁ ୪୧କୁ ବଦଳିଛି ।
ଦୁନିଆକୁ ଭଲକି ଜାଣିନି । କିନ୍ତୁ ଅଢ଼େଇ ବର୍ଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ ।
ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ ।
୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ମା’ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ, ଋଷିକୂଲ୍ୟା ନଦୀରୁ ଜଳଭାର ନେଇ ୯୯୯ ପାହାଚ ଚଢି ପୀଠରେ ପହଞ୍ଚିଛନ୍ତି ସେବାୟତ ପରିବାରର ମହିଳାମାନେ ।
ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ପାଣି ଜମି ରହିଛି। ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ ଓ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି।
ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ହେଲା ଛୁଟି ଘୋଷଣା।
ଆଉ ଏକ ସପ୍ତାହ ମଧ୍ୟରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।
କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା। ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଦିନେ ଯିଏ ହାତଧରି ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ, ତାଙ୍କରି ଶବ ପାଖରେ ଆଜି ସେ ଛାତି ଫଟାଇ ଚିତ୍କାର କରୁଛି । ବାପା ଛେଉଣ୍ଡ ହୋଇଯାଇଛି ଚାରି ମାସର କନ୍ୟା ସନ୍ତାନ ।
କେଉଁଠି ଜରି ଅଖାରେ ତ ଆଉ କେଉଁଠି ବସ୍ତାରେ ଭର୍ତ୍ତି କରି ଗଦା ହୋଇଛି ଅଳିଆ। ଯୁଆଡ଼େ ଆଖି ବୁଲାଇଲେ ଖାଲି ଆବର୍ଜନା ଓ ଆବର୍ଜନା।
ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ପୁରା ଶୋଚନୀୟ। ବଡ ବଡ ଖାଲ ଯୋଗୁ ପ୍ରତିଦିନ ଦୁର୍ଘଟଣା ଯେପରି ସାଧାରଣ ଘଟଣା ପାଲଟିଯାଇଛି।
କେଉଁଠି ବ୍ଲକିଂ ଚେକିଂ ତ ଆଉ କେଉଁଠି ଧରପଗଡ଼ ଚାଲିଛି। ବିଶେଷ କରି ଅପରାଧୀଙ୍କ ସମ୍ଭାବ୍ୟ ଆଡ୍ଡାସ୍ଥଳୀ ଗୁଡ଼ିକରେ କମିଶନରେଟ ପୋଲିସର ଚଢ଼ାଉ କରୁଛି।
ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।