ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍ ଗଣତି ହେଉଛି। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା ।
ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ଫଟୋକୁ ବିରୋଧ । ନବୀନଙ୍କ ଫଟୋ ଥିବା ଲିଫଲେଟ ବଣ୍ଟନ ଅଭିଯୋଗ । ବ୍ୟାନରରେ ଶଙ୍ଖ ଚିହ୍ନ ଥିବା ଅଭିଯୋଗ କଲେ ବିଜେପି କର୍ମୀ ।
ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ଏଥିରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୮୬ ଦିନ ତଳେ ଏକାଧିକ ଯୁବକ ତାଙ୍କୁ ମାଡ ମାରି ଗୁରୁତର କରିଥିଲେ। ଏହାପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।
ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ।
୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି।
ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା ।
ଟ୍ରେନ ଉପରେ ଶୁଝାଇଲା ରାଗ। କାଚକୁ ବାଡେଇ ଚୁରମାର କରିଦେଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ନନ୍ଦପୁରର ପ୍ରସିଦ୍ଧ ବତ୍ରୀଶ ସିଂହାସନ, ଏହା ମନ୍ଦିର ନୁହେଁ ଏକ ଶକ୍ତି ପୀଠ। ୩୨ ପାହାଚରେ ରହିଛନ୍ତି ୬୪ ଯୋଗିନୀ। ଆଉ ପୀଠରେ ପୂଜା ପାଆନ୍ତି କନ୍ଧୁଣି ଦେବୀ ଓ କନକ ଦୁର୍ଗା।
ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ ।
୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।
କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ବାସ୍ତବତାର ରୂପ ନେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ? ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।
ଯନ୍ତ୍ରାଂଶରେ ଲାଗି ଯାଇଛି ଜଙ୍କ । ଆଉ ଚାଲିବା ଅବସ୍ଥାରେ ନାହିଁ ମେସିନ । ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ବିଜୟାନନ୍ଦ ଚିନିକଳ । ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି...
ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି।
ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।
ହିଟଷ୍ଟ୍ରୋକରେ ୫ ଜଣ ଦର୍ଶକଙ୍କ ମୃତ୍ୟୁ, ୨ଶହରୁ ଅଧିକ ଅସୁସ୍ଥ । ଅସୁସ୍ଥ ମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।
୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ।
ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।