Advertisment

ପୂଜା ପୂର୍ବରୁ ସୁଭଦ୍ରା ଟଙ୍କା

ସୁଭଦ୍ରା ଆଶାୟୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର । ଦୁର୍ଗାପୂଜା ପୂର୍ବରୁ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କୁ ବାରିପଦାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

author-image
Sujit kumar Swain

ସୁଭଦ୍ରା ଆଶାୟୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର । ଦୁର୍ଗାପୂଜା ପୂର୍ବରୁ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କୁ ବାରିପଦାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

Advertisment
Durga Puja Subhadra
Advertisment
Advertisment