ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା ଆଣିଛନ୍ତି ମମତା ଦିଦି । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି ।
ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର।
ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।
ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ ।
ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଆଉ ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି ରାକେଶ ପାଲ୍।
ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।
ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠୁ ବି ବଳି ବିଭତ୍ସ ଶାସ୍ତି ? ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନ ?
ସିମ୍ ବକ୍ସ ଚେର, ଲମ୍ବିଛି ଭୁବନେଶ୍ବରରୁ କଟକ। କେଶୁରା ସିମବକ୍ସ ମାମଲାରେ ରିମାଣ୍ଡରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳକୁ ନେଇ ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ।
ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି।
ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ।
ସିମ୍ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।
ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।
ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।
ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ଗୁମୁଟରେ ପାଣି ପଶିବାରୁ ଓଦା ହୋଇ ଦୁର୍ଗନ୍ଧ ବାହାରିଲାଣି । ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ପଡିଛି ବସ୍ତା ବସ୍ତା ଅର୍ପଣ ଚାଉଳ ।