/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722563540.jpg)
Panchanga
ସୈାର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର। ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୨୮ ଗତେ ମକର। ତିଥି- ୧୨ଶୀ ଦିବା ୦୮.୦୬ ଗତେ ୧୩ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୨୮ ଗତେ ସିଂହ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୦୬ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୭ ଗତେ ୨ ପାଦ-କୃଷି ଓ ବଇଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ଦିବା- ୧୦.୧୫ ରୁ ୦୧.୦୬
ରାତ୍ରି- ୦୮.୨୬ ରୁ ୧୦.୪୨
ରାତ୍ରି-୧୨.୧୩ ରୁ ୦୧.୪୪
ରାତ୍ରି-୦୨.୨୯ ରୁ ୦୪.୦୦
ଅଶୁଭ ସମୟ
ରାହୁକାଳ- ଦିବା ୦୮.୪୦ ରୁ ୧୦.୧୫
କାଳବେଳା- ପ୍ରାତଃ ୦୫.୩୧ ରୁ ୦୭.୦୬ ଓ ଦିବା ୦୪.୩୫ ରୁ ୦୬.୦୯
ବାରବେଳା- ଦିବା ୦୧.୨୫ ରୁ ୦୩.୦୦
କାଳରାତ୍ରି-ସନ୍ଧ୍ୟା ୦୬.୦୯ ରୁ ୦୭.୩୫ ଓ ରାତ୍ରି ୦୪.୦୬ ରୁ ୦୫.୩୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)