କାହ୍ନାକୁ ଝୁରି ଝୁରି ଯାଶୋଦା ମା ଆଖିରୁ ଶୁଖୁନଥିଲା ଲୁହ। ନ ଖାଇ ନ ପିଇ ତାରି ଫଟୋକୁ ଦେଖି ଦିନ କାଟୁଥିଲା ସେ। ମା ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା। କିନ୍ତୁ କାହ୍ନାକୁ ମା କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ ।
Published By: Sonali Ojha
Last updated: 07 September 2024, 01:04 PM IST
ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭର ଯୋଜନା କରାଯାଉଛି । ବ୍ୟବସାୟିକ ଉଦ୍ଦେଶ୍ୟ ହେଉ ବା ବେଆଇନ ହେଉ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।