/odishatv-khabar/media/post_attachments/uploadimage/library/16_9/16_9_0/panchang_1725245707.jpg)
panchang
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ଦିବା- ୧୦.୧୨ ରୁ ୧୨.୫୮
ରାତ୍ରି- ୦୮.୧୩ ରୁ ୧୦.୩୪
ରାତ୍ରି- ୧୨.୦୮ ରୁ ୦୧.୪୧
ରାତ୍ରି- ୦୨.୨୮ ରୁ ୦୪.୦୨
ଅଶୁଭ ସମୟ
ରାହୁକାଳ- ଦିବା ୦୮.୪୦ ରୁ ୧୦.୧୨
କାଳବେଳା- ପ୍ରାତଃ ୦୫.୩୬ ରୁ ୦୭.୦୮ ଓ ଦିବା ୦୪.୨୦ ରୁ ୦୫.୫୨
ବାରବେଳା- ଦିବା ୦୧.୧୬ ରୁ ୦୨.୪୮
କାଳରାତ୍ରି- ସନ୍ଧ୍ୟା ୦୫.୫୨ ରୁ ୦୭.୨୦ ଓ ରାତ୍ରି ୦୪.୦୮ ରୁ ୦୫.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)