ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।
ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।
ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
NICUରେ ଶିଶୁଟି କାନ୍ଦିବାରୁ ତା’ର କାନ୍ଦ ବନ୍ଦ କରିବା ପାଇଁ ପାଟିରେ ଟେପ୍ ଲଗାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।
ସବୁ କ୍ରିକେଟର ବିମାନବନ୍ଦର ବାହାରକୁ ଆସିବାର ମୁଁ ଦେଖେ। ହେଲେ ମୋତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ମୋତେ ଦେଖିବେ ବା କାହିଁକି? ମୁଁ ସାମାନ୍ୟ ସିକ୍ୟୁରିଟି ଗାର୍ଡ।
ଗାଡିରେ ଥିବା BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା ।
ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।
ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ହଜମ ପ୍ରକ୍ରିୟାରେ ଏନଜାଇମ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ । ପରିସ୍ରାରେ ସାଇଟ୍ରେଟ୍ ସ୍ତର ବୃଦ୍ଧି କରିଥାଏ। ଯାହା କିଡନୀ ଷ୍ଟୋନ ଗଠନକୁ ରୋକିବାରେ ସାହାଯ୍ୟ କରିଥାଏ।
ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।
ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସେନେଇ CBSE ନିଷ୍ପତ୍ତି ନେବ। ସିବିଏସ୍ଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି।
ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି TDP କୁ ନିନ୍ଦା କରିବା ସହ ପାର୍ଟି ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ପାର୍ଟି ନିଜର ପ୍ରଚାର ପାଇଁ ଲୋକଙ୍କୁ କଣ୍ଡୋମ ବଣ୍ଟନ କରିବା କେଉଁ ପ୍ରକାର ପ୍ରଚାର?
ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି।
ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି।
ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା।
ସେ କହିଥିଲେ, 'ସଫଳତା ପାଇଁ କଠିନ ପରିଶ୍ରମ ଏବଂ ଦୟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ପ୍ରାୟ ୭୦ ବର୍ଷ ପୂର୍ବେ ଶିଖିଥିଲି । କର୍ମଚାରୀ ଓ ମାଲିକଙ୍କ ଭିତରେ ଥିବା ପାର୍ଥକ୍ୟ ଦୂର ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।
ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।
ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।