ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା।
ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ପୂର୍ବତନ ସରପଞ୍ଚ ସାଗରିକା ସେଠୀ ୱାର୍ଡସଭ୍ୟ ଗୌରାଙ୍ଗକୁ ଚପଲରେ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡସଭ୍ୟ ଉଭୟ ମରାମରି ହୋଇଥିଲେ।
ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି।
ସବୁ ଉପକରଣ ଭାରତୀୟ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି ।
ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ ଏସବୁର ତଦାରଖ କରୁଛନ୍ତି।
କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।
୧୯୮୯ରେ 'ଉଡାନ' ଶୋ' ରିଲିଜ ହୋଇଥିଲା। କବିତା ଏହି ଶୋ'ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ ।
ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ।
ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ବୃଦ୍ଧ ଅପେକ୍ଷା ନକରି ସ୍ତ୍ରୀଙ୍କୁ ହ୍ୱିଲଚେୟାରରେ ବସାଇ ନିଜେ ପାଦରେ ଚାଲିଚାଲି ଯାଇଥିଲେ। ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।
ମହିଳା ଫ୍ରଫେସର ଗର୍ଭବତୀ ଅଛିନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ବେବି ସାୱାରର ସରପ୍ରାଇଜ ଦେଇଛନ୍ତି। ଭିଡିଓରେ ସେମାନେ ପ୍ରଫେସରଙ୍କ ସହ ନଜର ଆସିଛନ୍ତି।
ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ।
ପକ୍ଷୀମାନେ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମିନିଟ ମଧ୍ୟରେ ଆତ୍ମହତ୍ୟା କରନ୍ତି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାରେ ଥିବା ଅଧିକାଂଶ ବାହାରୁ ଉଡ଼ି ଆସୁଥିବା ପକ୍ଷୀ ମଧ୍ୟ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ।
ସିନିୟର ବର୍ଗର କିଛି ଡାକ୍ତରୀ ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିଲେ। ପ୍ରଥମେ ସେମାନେ ତାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ। ପରେ ଟ୍ରିମରରେ ତାଙ୍କ ନିଶ କାଟି ଦେଇଥିବା ଅଭିଯୋଗ ହୋଇଛି।
ଜଣେ ମହିଳା କଳା ଡ୍ରେସରେ ମାଉସଟ୍ରାପ ରାଟ କେଜ୍ ହିଲ ବା ରୈଟାଟୁଇ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ କୋଡିଏ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।
ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତା’ର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ପୋଲିସ କହିଛି।
ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।
ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।
ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।