ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଡିପାର୍ଟମେଣ୍ଟ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବ। ତେବେ ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି।
ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକରେ ଗୀତା ପଢିବେ ।
ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ଅପରିବର୍ତ୍ତିତ ରଖିଛି । ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି ରିଭର୍ସ ରେପୋ ରେଟ୍ । ସେହିପରି ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି ।
ପ୍ରାୟ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ତେଣୁ ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା ।
ଆସନ୍ତା ଏପ୍ରିଲ ମାସରେ ଏକ ଲିଖିତ ପରୀକ୍ଷା କରାଯିବ। ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ।
ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କର ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, ଷ୍ଟେସନ ମାଷ୍ଟରଙ୍କର ଡେସ୍କ।
ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ୱ ରହିଛି। ମାତ୍ର ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି।
ଉଭୟ ଦଳିତ ବର୍ଗର ହୋଇଥିବାରୁ ସବୁବେଳେ ଆକ୍ରୋଶର ଶିକାର ହେଉଥିଲେ। ଜୁନିଅରମାନେ ଉଭୟଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।
ଗ୍ରାମାଞ୍ଚଳରେ ଥିବା ବ୍ୟକ୍ତି ଓ ପ୍ରକୃତରେ ଏହି ସୁବିଧା ପାଇବାର ହକ ଥିବା ବ୍ୟକ୍ତି ଏଥିରୁ ବଞ୍ଚିତ ହେଉଛନ୍ତି। ତେବେ ପଛୁଆବର୍ଗଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାନଗଲେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲାଭବାନ ହେବା ସହ ଅନ୍ୟ ବର୍ଗଟି ଏଇ ସୁବିଧାରୁ ବଞ୍ଚିତ ହେବ।
ଆଜି ସିଇଓ ଭାବରେ କମ୍ପାନୀ ଚଳାଉଛନ୍ତି, ଦିନେ ପରିସ୍ଥିତି ଏମିତି ଥିଲା ଡେଲିଭରି ବୟ ଭାବରେ ଘରକୁ ଘର ବୁଲି ଡେଲିଭରି କରିବାକୁ ପଡ଼ୁଥିଲା ।
ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା।
ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ।
ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।
ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବେ।
ମଜାହୀର କିଛି ଖାଦ୍ୟ ପୁଡ଼ିଆ ଧରି ନିଜ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଛନ୍ତି। ଆକ୍ରମଣର କିଛି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ କ’ଣ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି।
ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି।
ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।
ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।
ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।