ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ଏହି ଶିଶୁଟି ଓଲିବର ଏବୋଡଣ୍ଡେଟ ରେସ୍ଟ୍ରିକ୍ଟିଭ ଫୁଡ ଇନଟେକ୍ ଡିଜଅର୍ଡର (AFRID)ରେ ପୀଡିତ। ଯେଉଁଥିରେ ମଣିଷକୁ ଖାଇବାକୁ ଡର ଲାଗିଥାଏ।
ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବା ମାର୍ତ୍ତା ନିଜର ସ୍କିଲ୍ସ ଦେଖାଇବା ପାଇଁ ନିଜେ ମାର୍କେଟିଂ କରିବା ଆରମ୍ଭ କରିଦେଲେ। ସେ ଏକ ସୋସିଆଲ ସାଇଟରେ ନିଜର ଭିଡିଓ ପ୍ରସ୍ତୁତ କରି ଛାଡିଲେ। ଏହାକୁ ୮୮ହଜାରରୁ ଅଧିକ ଲାଇକ ମିଳିଛି।
କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି।
ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖିପାରିବେ ବୋଲି କହିଛନ୍ତି।
ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି।
ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ମଦ ନିଶାରେ କ୍ଲାସକୁ ଆସିଥିଲେ ଶିକ୍ଷକ। ପିଲାମାନଙ୍କୁ ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ।
ହଲିଉଡର ‘ଏକ୍ ସେ ବଢ଼କର୍ ଏକ୍’ ଗୀତ ଗାଇଥିଲେ। ରିହାନାଙ୍କ ସହ ଅନନ୍ତ ଓ ମାଆ ନୀତା ଅମ୍ବାନୀ ବି କିଛି ସମୟ ପାଇଁ ଷ୍ଟେଜ୍ ରେ ନାଚିଥିଲେ।
ସ୍ଥାନୀୟ ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ ।
ଗମ୍ଭୀର ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇଥିଲେ।
ପୋଲିସ ଷ୍ଟେସନଠାରୁ ପ୍ରାୟ ୭୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି।
ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି।
ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି।
ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧ୍ବନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ଅନନ୍ତ ଅମ୍ବାନୀ ଓ ରାଧୀକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍ ରିହାନା। ଗତକାଲି ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା।