ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।
ୱେଟିଂ ପାଇଁ ନୋ ଟେନ୍ସନ୍ । ଟ୍ରେନ୍ ଟିକେଟ୍ ନେଇ ଆଉ ରହିବନି ଝାମେଲା । ଏଣିକି ସବୁ ଟିକେଟ୍ ହେବ କନଫର୍ମ । ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏଭଳି ଏକ ଖୁସି ଖବର ଆଣୁଛି ଭାରତୀୟ ରେଳବାଇ । ଏ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...
କହାମୁହଁରେ ଆତ୍ମତୃପ୍ତି ହସଟିଏ ଫୁଟାଇ ଦେବା ଆଉ ଅନ୍ତରାତ୍ମାରୁ ଝରି ପଡ଼ୁଥିବା ଆଶୀର୍ବାଦଟିଏ ପାଇବାଠାରୁ ବଡ଼ କଥା କ’ଣ ଥାଇପାରେ... ଦେଖୁ ନାହାନ୍ତି ଏହି ବାପପୁଅ ଦୁଇ ଜଣଙ୍କୁ...
ବୟସ ଖୁବ୍ କମ... ହେଲେ ବାଇକ୍ ଚଳାଇଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।
ବାପା ଅଫିସରେ କର୍ମଚାରୀଙ୍କ ସହ ବସି ଲଞ୍ଚ କରୁଥିବା ବେଳେ ହଠାତ୍ ପଞ୍ଚିଗଲା ପୁଅ । ଆଉ କହିଲା ବଡ଼ ଅଫିସର ଆସିଲେ ଆପଣମାନେ ଛିଡ଼ା ହେବା କଥା ନା ନାହିଁ ?
ଦ୍ବିତୀୟ ରାଙ୍କ ପାଇ ଅତ୍ୟନ୍ତ ଖୁସି। ଲାଗୁଛି ଜୀବନର ଲକ୍ଷ୍ୟ ପୂରଣ ହୋଇଛି, ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ମା’-ବାପା ସବୁବେଳେ ଏହି ସ୍ଥାନରେ ମୋତେ ଦେଖିବାକୁ ଚାହୁଁଥିଲେ।
ଆହୁରି ବଢିବ ତାତି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।
ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି ବୋଲି ସେ କହିଛନ୍ତି।
ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ...
ନୂତନ ଟେକ୍ନୋଲୋଜି ସହିତ, ଏହି ଜ୍ୟାକେଟରେ କିଛି ଜିନିଷ ମଧ୍ୟ ସ୍ଥାପିତ ହୋଇଛି ଯେଉଁଥିପାଇଁ ଏହାର ଓଜନ ପୂର୍ବର ଜ୍ୟାକେଟ୍ ତୁଳନାରେ ଯଥେଷ୍ଟ କମ୍ । ଜ୍ୟାକେଟରେ ୭.୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି ।...
ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍।
ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର...
ସ୍ଥାନୀୟ ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଏଠାକାର ଏକ ମୁଖ୍ୟ ମୁଦ୍ଦା । ଏଣୁ ଏଥର ଭୋଟର ସଫାସଫା ଶୁଣାଇଛନ୍ତି, ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାଙ୍କୁ ଭୋଟ ଦେବୁ ।
ଅନ୍ୟାନ୍ୟ ବିପଜ୍ଜନକ ଆପଗୁଡ଼ିକ ହେଉଛି: INSECG, CHS-SES, SAAI, SEQUOIA ଏବଂ GOOMI । ଏହି ଆପଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଅଧୀନରେ ପଞ୍ଜିକୃତ ହୋଇନାହିଁ ।
ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ।...
ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।
ମନ୍ଦିର ନିର୍ମାଣ ଓ ଅନ୍ୟ ପ୍ରୋଜେକ୍ଟ ସାରିବା ପାଇଁ ଆଉ କିଛି ସମୟ ଲାଗିପାରେ। ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ଗ୍ରାଉଣ୍ଡ ଫ୍ଲୋରର କାମ ଚାଲିଛି। ୨୦୨୪ଡିସେମ୍ୱର ଶେଷ ସୁଦ୍ଧା ଅବଶିଷ୍ଟ ୨ମହଲା କାମ ସରିବ।
କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।...
ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।
ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।