ୱେଟିଂ ପାଇଁ ନୋ ଟେନ୍ସନ୍ । ଟ୍ରେନ୍ ଟିକେଟ୍ ନେଇ ଆଉ ରହିବନି ଝାମେଲା । ଏଣିକି ସବୁ ଟିକେଟ୍ ହେବ କନଫର୍ମ । ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏଭଳି ଏକ ଖୁସି ଖବର ଆଣୁଛି ଭାରତୀୟ ରେଳବାଇ । ଏ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
Published By: Sonali Ojha
Last updated: 25 April 2024, 12:10 PM IST
ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।