ବାପା ଅଫିସରେ କର୍ମଚାରୀଙ୍କ ସହ ବସି ଲଞ୍ଚ କରୁଥିବା ବେଳେ ହଠାତ୍ ପଞ୍ଚିଗଲା ପୁଅ । ଆଉ କହିଲା ବଡ଼ ଅଫିସର ଆସିଲେ ଆପଣମାନେ ଛିଡ଼ା ହେବା କଥା ନା ନାହିଁ ?
Published By: Sonali Ojha
Last updated: 25 April 2024, 11:54 AM IST
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।