ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ହୋଇଥିଲା। ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଆର୍ଥିକ ଦୃଷ୍ଟିକୋଣରୁ ନିରବ ରହିଥିଲା।
ପୁଅ ଚାଲିଗଲାଣି ଆର ପାରିକୁ। ଘର ପାଲଟିଲାଣି ଧ୍ୱଂସସ୍ତୁପ। ସରକାର ପୁଅର ମୃତ୍ୟୁରେ ପରିବାର ବର୍ଗକୁ ଡେମୋ ଚେକ୍ ଖଣ୍ଡିଏ ଧରାଇ ଦେଇ ଠକିଦେଇଛନ୍ତି। ପରିବାରର ଦୁଃଖ କହିଲେ ନ ସରେ। ଦେଖନ୍ତୁ ସାଲେପୁରରୁ ଏକ ପରିବାରର ଦୁଃଖଦ କାହାଣୀ।
ଆଜିର ପଞ୍ଚାଙ୍ଗ ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨ ତାରିଖ ଗୁରୁବାର ଚନ୍ଦ୍ର- ମକର ଦିବା ୦୨.୩୧ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୧.୫୩ ଗତେ ଦଶମୀ।ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୨.୩୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ତୁଳା ଓ...
ପୋଲିସ କବଜାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ଫେରାର୍ ହେବାକୁ ଯୋଜନାକୁ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗରୁ ୨୫ହଜାର ଟଙ୍କା ବାହାର କରି ଫିଙ୍ଗିବା ଆରମ୍ଭ କରିଦେଲା। ଅନ୍ୟ ୪ଅଭିଯୁକ୍ତ ବାକି ଟଙ୍କା ନେଇ ଇ-ରିକ୍ସାରୁ ଡେଇଁ ପଳାଇବା ପାଇଁ ନିକଟସ୍ଥ ପଡିଆକୁ ଦୌଡିବା ଆରମ୍ଭ...
୧୯୮୫ ଜୁଲାଇ ୧ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ...
ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା...
ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ମତଦାନ ଦିନ ପ୍ରତ୍ୟେକ ବୁଥରେ ଲଟେରୀ ପାଇଁ ଜଣେ BLO ଏବଂ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଏକ କୁପନ୍ ବୁକଲେଟ୍ ରହିବ ଏବଂ ଏଥିରେ ଭୋଟରମାନେ ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ଲେଖିବେ ।
ଆଳି, ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକର ଅନେକ ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ନଈ ଉପରେ ନିର୍ଭର କରନ୍ତି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ହେଲେ ସମସ୍ୟାର ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି ।
ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।
ଜଗଦଲପୁରର ଆରାଧ୍ୟା ଇଣ୍ଟରନାସନାଲ ହୋଟେଲରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୋଲିସ ୭୨ ଘଣ୍ଟା ଟ୍ରାକିଂ କରି ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ପୋଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି।
ଭିଡିଓରେ ୮ମାସର ଶିଶୁ ହରିନ୍ ମାଗି ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଦ୍ୱିତୀୟ ମହଲାରୁ ଖସି ପଡିଥିଲା। ତିନିଜଣ ବ୍ୟକ୍ତି ପ୍ରଥମ ମହଲା ଝରକା ଦେଇ ପିଲାଟିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଭୟଭୀତ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।
କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।
ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ବାଘ ଗୁଜବ ପ୍ରଚାରିତ ହେବାପରେ ଲାସ୍ପେଟ୍ ପୋଲିସ୍ ଇନ୍ସପେକ୍ଟର ଭେଙ୍କଟଚାଲାପାଥି କହିଛନ୍ତି, ଏହି ଅଞ୍ଚଳରେ ବାଘ ବୁଲିବାର କୌଣସି ସମ୍ଭାବନା ନାହିଁ। କେହି ଉଦ୍ଦେଶ୍ୟମୂଳକ ଭାବରେ କୁକୁରକୁ ବାଘ ପରେ ରଂଗ ଦେଇଛନ୍ତି।
ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।
ଆସନ୍ତା ମେ' ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି।
ଓକିଲାତି ପାଶ୍ କରିବା ପରେ ମଧୁବାବୁ ପ୍ରଥମେ କିଛି ବର୍ଷ ପାଇଁ କଲିକତା ହାଇକୋର୍ଟରେ ଓଡିଆ ଅନୁବାଦକ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ପତ୍ନୀ ସୌଦାମିନୀଙ୍କର ବିୟୋଗ ଘଟିଥିଲା ଏବଂ ଏହା ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ, ସେ ଆଉ ପୁନର୍ବାର ବିବାହ କରି...
ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି।