• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Panchang
Panchang Today 6th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ସୋମବାର। ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୩ ଗତେ ମେଷ। ତିଥି- ତ୍ରୟୋଦଶୀ ଦିବା ୦୨.୪୦ ଗତେ ଚତୁର୍ଦ୍ଦଶୀ।। ଘାତଚନ୍ଦ୍ର- ଧନୁ ରାଶିର , ସନ୍ଧ୍ୟା ୦୫.୪୩ ଗତେ ମେଷ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ-...

industrial-dye-mixed-in-spices
ମସଲା ଗୁଣ୍ଡ ବି ବିଷ ! ମିଲ୍‌ରେ ଚଢ଼ାଉ ପରେ ସାମନାକୁ ଆସିଲା ସତ...

ମସଲାରେ ରଙ୍ଗ ମିଶାଇବାକୁ ଅନୁମତି ଦିଆଯାଇ ନଥାଏ । ରଙ୍ଗ ମିଶାଇଲେ ମସଲା ବିଷାକ୍ତ ହୋଇଯାଇପାରେ। ଏମିତି କରିବା ଗୁରୁତର ଅପରାଧ। ରଙ୍ଗ ମିଶାଇବା ଦ୍ବାରା ମସଲା ଅଧିକ ଉଜ୍ଜ୍ବଳ ଦେଖାଯିବା ସହ ଓଜନ ବି ବଢୁଥିଲା।

external Affairs Minister S. Jaishankar
କଟକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର; କହିଲେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍

୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍। 3G, 4G ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ 5G ମେକ୍ ଇନ୍ ଇଣ୍ଡିଆ।

Murder Attempt
ଏକତରଫା ପ୍ରେମ ବିଫଳ; ମନା କଲା ବଡ଼ ଭଉଣୀ, ସାନ ଭଉଣୀକୁ ଗାଡି ଚଢାଇ ହତ୍ୟା ଉଦ୍ୟମ

ଗତକାଲି ସନ୍ଧ୍ୟାରେ ମହିଳାଙ୍କ ସାନ ଭଉଣୀକୁ ସ୍କୁଟିରେ ଆସୁଥିଲେ। ଠିକ୍ ଏହି ସମୟରେ ଅକ୍ଷୟ ପଟିଆ-ସିପିଇଟି ରାସ୍ତାରେ ନିଜ ପକ୍‌-ଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ତାଙ୍କୁ ଧକ୍କା ଦେଇଥିଲା।

man kills his children
ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

ଛୁଆ ଦୁଇଜଣଙ୍କର ବୟସ ୧୧ ଓ ୧୩ବର୍ଷ। ପୋଲିସର ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଦେହରେ କ୍ଷତ ଚିହ୍ନ ଥିଲା। ସେମାନଙ୍କର ତଣ୍ଟିଚିପି ହତ୍ୟା କରାଯାଇଛି ନା ବିଷ ଦିଆଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇନି।

electric shock
ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମା’ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ହୋଇଛନ୍ତି।

Dhenkanal
କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ; ଭୋଟ୍ ହାତେଇବାକୁ ମାରାଥନ୍ ପ୍ରଚାର

କାହାର ହେବ ଢେଙ୍କାନାଳ ସଦର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ଗଡ ହାତେଇବାକୁ ଉଦ୍ୟମ କରିଛି। ଏବେ କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ।

Cash Seized
ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା; ନୂଆପଡ଼ାରୁ ୧୨ଲକ୍ଷରୁ ଅଧିକ ନଗଦ ଜବତ

ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା, କାହିଁକି ନିଆଯାଉଥିଲା ତାହା ଜଣାପଡ଼ିନାହିଁ। ପୋଲିସ ମୋଟ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

third phase election campaign
ମେ' ୭ରେ ତୃତୀୟ ପର୍ଯ୍ୟାୟ ଭୋଟ୍; ଆଜି ସରୁଛି ପ୍ରଚାର

ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।

modi
ଓଡ଼ିଶା ଆସୁଛନ୍ତି ମୋଦି ଓ ନଡ୍ଡା; ବିଜେପି କର୍ମୀଙ୍କ ମଧ୍ୟରେ ‌ଭରିବେ ଜୋସ୍

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା।

Autism centre employee repeatedly throws 3-year-old to the ground
ଓଃ କି ନିର୍ଦ୍ଦୟ! ଛାଡି ଯାଇଥିଲା ମା’, ନିର୍ଯାତନା ଦେଉଥିଲା ଆୟା..ଦେଖନ୍ତୁ ଭିଡିଓ

ଶିଶୁଟିର ମା’ ଫରହିୟା WCCOନିକଟରେ ଅଭିଯୋଗ ଦାଖଲ କରି କହିଛନ୍ତି, ନିଜ ପୁଅର ଏପରି ଭିଡିଓ ଦେଖି ସେ କାନ୍ଦିବା ସହ ଚିତ୍କାର କରି ଉଠିଥିଲେ। ଗତବର୍ଷ ପୁଅ ଅଟିଜିମ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଏହି କେନ୍ଦ୍ରରେ ନାମ ଲେଖାଇଥିଲେ।

Road Show
ଘନଘନ ପ୍ରଚାର; ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ସୋ

ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।

Burnt Alive
ଗୁଣିଗାରେଡ଼ି ସନ୍ଦେହ; ଦୁଇ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ ଓ ପୁଅ

ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। ।

Principal, teacher attack each other
ଡେରିରେ ଆସିବାରୁ ଖଣ୍ଡଯୁଦ୍ଧ; ଶିକ୍ଷୟିତ୍ରୀ-ପ୍ରିନ୍ସପାଲ୍‌ ମାର୍‌ପିଟ୍‌..ଦେଖନ୍ତୁ ଭିଡିଓ

ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରେ ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।

DL
ଭିନ୍ନକ୍ଷମଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ; ହାତ ନାହିଁ, ପାଦରେ କରୁଛନ୍ତି ଡ୍ରାଇଭିଂ

ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

Kejriwal
କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ୍; ୭ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ।

S Jaishankar
ହାଇଭୋଲଟେଜ୍‌ ପ୍ରଚାର; ଓଡ଼ିଶାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା।

BJP
ହାଇଭୋଲଟେଜ୍‌ କ୍ୟାମ୍ପେନିଂ; କାଲି ନବୀନ ଓ ଜୟଶଙ୍କରଙ୍କ ପ୍ରଚାର, ୬ରେ ଆସୁଛନ୍ତି ମୋଦି

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍‌.ଜୟଶଙ୍କର ।

Poets in Balasore observe a day for birds
ହେ ଚଢେଇମାନେ ଆମର ଭୁଲ୍ ହୋଇ ଯାଇଛି..

ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି ।

Ghoda Nacha
କୈବର୍ତ୍ତ ପରିବାରର ନିଆରା ଯାତ୍ରା

ଏ ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଦେଖିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।