କହାମୁହଁରେ ଆତ୍ମତୃପ୍ତି ହସଟିଏ ଫୁଟାଇ ଦେବା ଆଉ ଅନ୍ତରାତ୍ମାରୁ ଝରି ପଡ଼ୁଥିବା ଆଶୀର୍ବାଦଟିଏ ପାଇବା ଠାରୁ ବଡ଼ କଥା କ’ଣ ଥାଇପାରେ... ଦେଖୁନାହାନ୍ତି ଏହି ବାପପୁଅ ଦୁଇ ଜଣଙ୍କୁ...
Published By: Sonali Ojha
Last updated: 25 April 2024, 12:06 PM IST
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।