• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜିର ପଞ୍ଚାଙ୍ଗ ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨ ତାରିଖ ଗୁରୁବାର ଚନ୍ଦ୍ର- ମକର ଦିବା ୦୨.୩୧ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୧.୫୩ ଗତେ ଦଶମୀ।ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୨.୩୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୫.୨୦ ରୁ ୦୭.୦୨
ଦିବା-୧୦.୨୭ ରୁ ୦୧.୦୦
ରାତ୍ରି- ୦୨.୨୦ ରୁ ୦୩.୦୫

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ
ରାହୁକାଳ-ଦିବା ୦୧.୧୯ ରୁ ୦୨.୫୫
କାଳବେଳା- ଦିବା ୦୨.୫୫ ରୁ ୦୪.୩୦
ବାରବେଳା- ଦିବା ୦୪.୩୦ ରୁ ୦୬.୦୬
କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୦୭

OTV is now on Whatsapp

Join and get latest news update delivered to you via whatsapp

Join Now