ସେ ହସୁଥିଲା । ତା’ ହସ ଦେଖି ବାପା-ମା’ ଆନନ୍ଦ ପାଉଥିଲେ । ସବୁ ବାପା-ମା’ଙ୍କ ଆନନ୍ଦ ତ ପିଲାମାନଙ୍କ ପାଖରେ ଥାଏ । ହେଲେ ସେ ଆନନ୍ଦ ଆଉ ବାପା-ମା’ଙ୍କ ପାଖରେ ନାହିଁ । କାରଣ ଯେଉଁପୁଅ ଦିନେ ହସୁଥିଲା, ସେ ଯେମିତି ହସ ଭୁଲିଯାଇଛି ।
୨୦୧୯ ଅକ୍ଟୋବର ୧୭ରେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର ପିଥୋରାଗଡର ବେରିନାଗର ମୁଖ୍ୟ ବଜାରରେ ଥିବା ଲୀଲାଧର ପାଠକଙ୍କ ଦୋକାନ ଯାଞ୍ଚ କରିଥିଲେ। ସେଠାରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଚଢାଉ କରାଯାଇଥିଲା।
ଭାଲୁ ଗଛ ଚଢ଼େ ? ନା ଗଛ ଚଢ଼ିପାରେ ନି ? କିଛି ଲୋକ ହଁ ବୋଲି କହିବେ । ଆଉ କିଛି ଲୋକ ନା ମଧ୍ୟ କହିବେ । ହେଲେ ଦର୍ଶକ ବନ୍ଧୁ ଆପଣଙ୍କର ଏ ଦ୍ୱନ୍ଦ୍ୱ ଏବେ ହିଁ ଦୂର ହୋଇଯିବ ।
କୁଆଡ଼େ ଗଲେ ଶ୍ରୀମୟୀ ? ଭୁବନେଶ୍ୱରରେ ଅଛନ୍ତି ନା ବଲାଙ୍ଗୀରରେ ? ସବୁବେଳେ ଆକ୍ଟିଭ୍ ରହୁଥିବା ନେତ୍ରୀ ଯେମିତି ପଡ଼ିଯାଇଛନ୍ତି ନିରବ । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମୟୀ ମିଶ୍ରଙ୍କ ଦେଖା ମିଳୁନି ।
ଆଜି ତୃତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।
ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୧ଶୀ ଦିବା ୦୧.୫୦ ଗତେ ୧୨ଶୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୧.୫୦ ଗତେ ୨ ପାଦ-କୃଷି ଓ...
ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି।
‘ମୋ ଘର’ ଋଣ ଆବେଦନ ବେଳେ ଧରାପଡ଼ିଲା ଆବାସ କେଳେଙ୍କାରୀ । ସରକାରୀ ଦସ୍ତାବିଜ୍ରେ ହିତାଧିକାରୀ ଦର୍ଶାଇ ଭୂତ ଖାଉଛନ୍ତି ଟଙ୍କା ।
କାଳବୈଶାଖୀ ସହ ଆସିଥିଲା କାଳ । ଚାହୁଁ ଚହୁଁ ନେଇଗଲା ୧୬ ଜଣଙ୍କ ଜୀବନ । ଆପଣ ଦେଖୁଥିବା ଏ ଭିଜୁଆଲ୍ କେତେ ଯେ ହୃଦୟ ବିଦାରକ ହୁଏତ ଆପଣ ଏ ଚିତ୍ରରୁ ଆନୁମାନ କରିପାରୁନଥିବେ । ହେଲେ ଏହା ପଛରେ ରହିଛି ୧୬ ଜଣଙ୍କ ମୃତ୍ୟୁର କାହାଣୀ...
ଅଙ୍ଗୁଳି ସର୍ଜରୀ ପାଇଁ ଆସିଥିଲେ... ଡାକ୍ତର କରିଦେଲେ ଜିଭ ଅପରେସନ୍ । ଡାକ୍ତରଙ୍କ ଭୁଲ ଯୋଗୁ ଛଟପଟ ହେଲା ଚାରି ବର୍ଷର ନାବାଳିକା । ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେବା ପରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି ହସ୍ପିଟାଲ କର୍ତ୍ତୃପକ୍ଷ ।
ଏ ହେଉଛି ସ୍ୱାଧୀନତାର ସାତ ଦଶନ୍ଧି ପରର ଚିତ୍ର । ଟିୱେଲ୍ ଅଛି ହେଲେ ପାଣି ବାହାରୁନି । ରାସ୍ତା ନାହିଁ... ବିଦ୍ୟୁତ୍ ବି ପହଞ୍ଚିପାରିନି । ଭୋଟ୍ ବେଳେ ସରକାର ଦେଇଥିବା ସବରୁ ପ୍ରତିଶ୍ରୁତି ଏଠି ପାଣିର ଗାର ପାଲଟିଛି । ଗାଁର ପୁଅମାନେ ଅନ୍ୟ ରାଜ୍ୟକୁ...
ଅଭାବୀ ଗରିବ ପରିବାରର ଝିଅ ଏବେ ଭାରତୀୟ ସେନାର ଅଧିକାରୀ । ଗରିବ ବାପାଙ୍କୁ ଆଜି ବହୁ ଉଚ୍ଚ ଆସନରେ ବସାଇଛନ୍ତି ଝିଅ । କାରଣ ତାଙ୍କ ଝିଅ ଜସ୍ମିତ ଏବେ Military nursing serviceପରୀକ୍ଷାରେ ସଫଳତା ପାଇ ଭାରତୀୟ ସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ ହେବାକୁ ଯାଉଛନ୍ତି...
ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୦ମୀ ଦିବା ୧୧.୨୩ ଗତେ ୧୧ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି...
ଓଡ଼ିଶାରେ ପ୍ରାୟ ୫୦ବର୍ଷ କଂଗ୍ରେସ ଶାସନ ଥିଲା। ଗତ ୨୫ବର୍ଷ ଧରି ବିଜେଡି ଶାସନ ଚାଲିଛି। ମାତ୍ର ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନି। ଓଡ଼ିଶାରେ ଦୁର୍ନୀତି ବଢିବାରେ ଲାଗିଛି, ବେରୋଜଗାରୀ ବି ବଢିଛି।
ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ ।
କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।
ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।
ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆଜି ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ। ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ...
ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।