ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।
ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା।
ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଏହି ସ୍ବତନ୍ତ୍ର ମେଡିକାଲ ବୋର୍ଡ IPS ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବ ।
ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବାହାଘରକୁ ହୋଇଥିଲା ମାତ୍ର 10 ଦିନ। ହାତରୁ ମେହେନ୍ଦି ବି ଲିଭିନି। କାଳ ନିଆଁ ଜାଳି ପୋଡି ଛାରଖାର କରିଦେଲା, ଉଚ୍ଛନ୍ନ କରିଦେଲା ପରିବାର। ସାଂସାରିକ ଜୀବନ ଆରମ୍ଭ ପୂର୍ବରୁ ସରିଗଲା ସବୁକିଛି। ମନ୍ୟୁଷକୃତ ଏକ ଭୟାବହ ଅଗ୍ନିକାଣ୍ଡରେ ଆଖି ବୁଜିଲେ ନବ ବିବାହିତ ଦମ୍ପତି ।
ଲୋକଙ୍କ ଅଗାଢ଼ ବିଶ୍ୱାସ ଏହି ପାରୁଆମାଳି ପାହାଡ । ଏହି ଜଙ୍ଗଲ ଘେରା ପାହଡ଼ରେ ରହିଥିବା ଗୁମ୍ପାରେ ଅଛନ୍ତି ଭଗବାନ ବିଷ୍ଣୁ । ଲୋକଙ୍କ ବିଶ୍ବାସ ରହିଛି ଏଠି ବିଷ୍ଣୁଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ପୂରଣ କରନ୍ତି ଭଗବାନ ।
ମୁଁ ଯେତେବେଳେ ଦେଖେ ମୋ ଭାଇ ପାଠ ପଢ଼େ । ମତେ ଯାହାବି ପାଠ ଆସେନି ମୋ ଭାଇ ମତେ କହିଦିଏ । ଆଉ ଆଜି ମୋ ଭାଇ ପାଇଁ ମୁଁ ବହୁତ ଖୁସି । କାରଣ ମାଟ୍ରିକ ପରୀକ୍ଷାରେ ଏ କୁନି ଭଉଣୀର ଭାଇ ୯୩% ମାର୍କ...
ନିର୍ବାଚନ ସମୟରେ ଭୋଟ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଆଙ୍ଗୁଠିରେ କାହିଁକି କାଳି ଲାଗେ ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ଏହା କେବେଠୁ ବ୍ୟବହାର କରାଯାଉଛି । ଏ କାଳିକୁ କେଉଁ କମ୍ପାନୀ ପ୍ରସ୍ତୁତ କରୁଛି । ଆସନ୍ତୁ ଜାଣିବା...
ଯେଉଁମାନଙ୍କର ପରିବାର ଲୋକ ଅଥବା ପୁଅ ବିଦେଶରରେ ରହି କାମ କରୁଥିଲେ, ସେମାନେ ବିମାନ, ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ବିଗ୍ ବେନ୍ ଆଦି ଆକୃତିର ପାଣିଟାଙ୍କି ନିଜ ନିଜର ଛାତ ଉପରେ ନିର୍ମାଣ କରୁଥିଲେ। ସେହିପରି ଆଉଜଣେ କମେଣ୍ଟ କରିଛନ୍ତି, ବର୍ତ୍ତମାନ ଲୋକମାନେ ନ୍ୟୁୟର୍କ ନ ଯାଇ ଷ୍ଟାଚ୍ୟୁ...
ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି।
ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଗୃହ ମନ୍ତ୍ରୀ ସିଏଏ ଆଇନ୍ ଲାଗୁ କରି ଲୋକଙ୍କୁ ନାଗରିକତା ଦେଇଛନ୍ତି। ସମସ୍ତଙ୍କୁ ପଟ୍ଟା ମିଳିଛି। ଏଥର ବିଜେପି ସରକାର ଆସିଲେ ପଟ୍ଟା ପ୍ରଦାନ କରାଯିବ।
ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।
ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି। କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି।
ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।
୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା...
ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ।
ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ।
ଦୁଇଟି ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ। ଆମ୍ବୁଲାନସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା।
ରାଜ୍ୟପାଳ ଗ୍ରେଗ ଆବୋର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓକାଲୋହୋମା ସୀମା ନିକଟ ଟେକ୍ସାସର କୁକ୍ କାଉଣ୍ଟିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ଦୁଇ ଏବଂ ପାଞ୍ଚ ବର୍ଷ ବୋଲି ଜଣାପଡିଛି।