• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Salvador Jail
ଏହି ଜେଲରେ ଅଛନ୍ତି ଦୁନିଆର ସବୁଠୁ ଖତରନାକ କଏଦୀ, ଯେଉଁଠୁ ମୁକୁଳିବାର ରାସ୍ତା କେବଳ ମୃତ୍ୟୁ!

ସାଲଭାଡୋରର ଜେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ ବୋଲି ବିବେଚନା କରାଯାଏ। ଏଠାରେ ଲୋକଙ୍କୁ ଜୀବନ୍ତ ପୋଡି ଦିଆଯିବା ଏବଂ ମୁଣ୍ଡ କାଟିବା ପରେ ଫୁଟବଲ ଖେଳିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।

Vinod Chaudhary and his Wife
ସମୟ ରାତି ସାଢ଼େ ୧୦...ଲଙ୍ଗ ଡ୍ରାଇଭରେ ବାହାରିଲେ...ବାଟରେ ପତ୍ନୀକୁ ମାରି ନିଜକୁ ଗୁଳି କରିଦେଲେ

ଉଭୟ ଏକ କାର ଯୋଗେ ଘରୁ ଯାଇଥିଲେ। ଗତ ୫ମାସ ପୂର୍ବରୁ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବେ ଏକ ପ୍ରାଇଭଟ କମ୍ପାନୀ ଚାକିରି ଛାଡିଦେଇଥିଲେ।

ED Will Interrogate Jharkhand CM
ଆଜି ହେମନ୍ତଙ୍କୁ ଇଡି ଜେରା, ବଢ଼ିଲା ଗିରଫ ସମ୍ଭାବନା

ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ।

Budget
ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।

Budget Session
ଆଜିଠୁ ବଜେଟ ଅଧିବେଶନ, ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ୍।

Amit Shah
କେନ୍ଦ୍ର ସରକାରଙ୍କ ଜିରୋ ଟଲେରାନ୍ସ: ୫ ବର୍ଷ ବ୍ୟାନ ହେଲା ସିମି

ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା।

School Headmaster Arrested
ବନ୍ଧା ହେଲେ ପ୍ରଧାନଶିକ୍ଷକ ...କହୁଥିଲେ ‘ଭଗବାନ ନାହାନ୍ତି, ମାନନି ବୌଦ୍ଧ ଧର୍ମ’

ଲୋକମାନେ ଅଭିଯୋଗ କରିଛନ୍ତି ଯେ ଭଗବାନ ଶିବ, ରାମ ଏବଂ କୃଷ୍ଣଙ୍କ ସମେତ ହିନ୍ଦୁ ଦେବତାଙ୍କୁ ପୂଜା ନକରିବା ଏବଂ ବୌଦ୍ଧ ଧର୍ମକୁ ପାଳନ ନକରିବା ପାଇଁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଶପଥପାଠ କରାଇଛନ୍ତି।

Accident
କାର୍‌କୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ୫ମୃତ

ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Boy Friend Shot Girlfriend
ସଂପର୍କରେ ଫାଟ...ସନ୍ଦେହ ହେବାରୁ ପ୍ରେମିକାକୁ ଗୁଳି କରିଦେଲା ପ୍ରେମିକ

ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

Google Maps
ଧୋକା ଦେଲା ଗୁଗୁଲ୍‌ ମ୍ୟାପ୍‌ ! ସର୍ଟକଟ୍‌ ମାରୁ ମାରୁ ପାହାଚରେ ଗାଡ଼ି ଗଡ଼ାଇଲେ ଡ୍ରାଇଭର୍‌

ଗୁଗୁଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।

Rajya Sabha Election
ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ଓଡ଼ିଶାରେ ଖାଲି ହେବ ୩ ଆସନ

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ।

Filmfare Awards 2024
ଫିଲ୍ମ ଫେୟାର ଆୱାର୍ଡ-୨୦୨୪: ରଣବୀର-ଆଲିଆ ବେଷ୍ଟ ଆକ୍ଟର ଆକ୍ଟ୍ରେସ

'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।