• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Panchang Today
Panchang Today 19th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୧ଶୀ ଦିବା ୦୧.୫୦ ଗତେ ୧୨ଶୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୧.୫୦ ଗତେ ୨ ପାଦ-କୃଷି ଓ...

Samir Dash
ବିଜେଡି ଛାଡ଼ିଲେ ସମୀର ଦାଶ; ଭିଡିଓ ବାର୍ତ୍ତାରେ କହିଲେ ଇସ୍ତଫାର କାରଣ

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି।

Yojana Re Hariloot
ସରକାରୀ କାଗଜପତ୍ରରେ ‘ଆବାସ’

‘ମୋ ଘର’ ଋଣ ଆବେଦନ ବେଳେ ଧରାପଡ଼ିଲା ଆବାସ କେଳେଙ୍କାରୀ । ସରକାରୀ ଦସ୍ତାବିଜ୍‌ରେ ହିତାଧିକାରୀ ଦର୍ଶାଇ ଭୂତ ଖାଉଛନ୍ତି ଟଙ୍କା ।

Hoarding collapse
ହୋର୍ଡିଂ ମାଡି ବସିଲା, ଜୀବନ ଚାଲିଗଲା

କାଳବୈଶାଖୀ ସହ ଆସିଥିଲା କାଳ । ଚାହୁଁ ଚହୁଁ ନେଇଗଲା ୧୬ ଜଣଙ୍କ ଜୀବନ । ଆପଣ ଦେଖୁଥିବା ଏ ଭିଜୁଆଲ୍‌ କେତେ ଯେ ହୃଦୟ ବିଦାରକ ହୁଏତ ଆପଣ ଏ ଚିତ୍ରରୁ ଆନୁମାନ କରିପାରୁନଥିବେ । ହେଲେ ଏହା ପଛରେ ରହିଛି ୧୬ ଜଣଙ୍କ ମୃତ୍ୟୁର କାହାଣୀ...

surgery on child's tongue
ଆଙ୍ଗୁଠି କାଟୁକାଟୁ କାଟିଦେଲେ ଜିଭ

ଅଙ୍ଗୁଳି ସର୍ଜରୀ ପାଇଁ ଆସିଥିଲେ... ଡାକ୍ତର କରିଦେଲେ ଜିଭ ଅପରେସନ୍‌ । ଡାକ୍ତରଙ୍କ ଭୁଲ ଯୋଗୁ ଛଟପଟ ହେଲା ଚାରି ବର୍ଷର ନାବାଳିକା । ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେବା ପରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି ହସ୍ପିଟାଲ କର୍ତ୍ତୃପକ୍ଷ ।

Dadan
ସବୁ ଯାଇଛନ୍ତି ଦାଦନ, ଭୋଟ୍‌ ଦେବାକୁ କେହିନାହିଁ

ଏ ହେଉଛି ସ୍ୱାଧୀନତାର ସାତ ଦଶନ୍ଧି ପରର ଚିତ୍ର । ଟିୱେଲ୍‌ ଅଛି ହେଲେ ପାଣି ବାହାରୁନି । ରାସ୍ତା ନାହିଁ... ବିଦ୍ୟୁତ୍‌ ବି ପହଞ୍ଚିପାରିନି । ଭୋଟ୍‌ ବେଳେ ସରକାର ଦେଇଥିବା ସବରୁ ପ୍ରତିଶ୍ରୁତି ଏଠି ପାଣିର ଗାର ପାଲଟିଛି । ଗାଁର ପୁଅମାନେ ଅନ୍ୟ ରାଜ୍ୟକୁ...

Military nursing service
ଗରିବ ଝିଅ ସେନା ଅଧିକାରୀ

ଅଭାବୀ ଗରିବ ପରିବାରର ଝିଅ ଏବେ ଭାରତୀୟ ସେନାର ଅଧିକାରୀ । ଗରିବ ବାପାଙ୍କୁ ଆଜି ବହୁ ଉଚ୍ଚ ଆସନରେ ବସାଇଛନ୍ତି ଝିଅ । କାରଣ ତାଙ୍କ ଝିଅ ଜସ୍ମିତ ଏବେ Military nursing serviceପରୀକ୍ଷାରେ ସଫଳତା ପାଇ ଭାରତୀୟ ସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ ହେବାକୁ ଯାଉଛନ୍ତି...

Panchang Today
Panchang Today 18th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୦ମୀ ଦିବା ୧୧.୨୩ ଗତେ ୧୧ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି...

Hema Malini
ଅପରାଜିତାଙ୍କୁ ପ୍ରଶଂସାରେ ପୋତିଲେ, ବିଜେଡି ଉପରେ ବର୍ଷିଲେ ହେମାମାଳିନୀ

ଓଡ଼ିଶାରେ ପ୍ରାୟ ୫୦ବର୍ଷ କଂଗ୍ରେସ ଶାସନ ଥିଲା। ଗତ ୨୫ବର୍ଷ ଧରି ବିଜେଡି ଶାସନ ଚାଲିଛି। ମାତ୍ର ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନି। ଓଡ଼ିଶାରେ ଦୁର୍ନୀତି ବଢିବାରେ ଲାଗିଛି, ବେରୋଜଗାରୀ ବି ବଢିଛି।

Himanta Biswa Sarma
କବିସୂର୍ଯ୍ୟନଗରରେ ବର୍ଷିଲେ ହିମନ୍ତ; ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’

ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ ।

bolangir
ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।

Swati Maliwal's FIR
ଶେଷରେ ମୁହଁ ଖୋଲିଲେ ସ୍ୱାତୀ ମାଲିୱାଲ୍‌; ଅସଦାଚରଣ ନେଇ ଦେଲେ FIR

ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।

Gasleak
ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ ଲୁଚାଇବାକୁ ପ୍ରୟାସ, ଶ୍ରମ ଅଧିକାରୀଙ୍କ ତଦନ୍ତ

ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

Hema Malini
ପ୍ରଚାରରେ କମ୍ପିବ ଓଡ଼ିଶା; ଆସୁଛନ୍ତି ହେମା ମାଳିନୀ, କରିବେ ରୋଡ୍‌ ସୋ'

ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆଜି ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ। ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ...

Mallikarjun Kharge
ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ; କନ୍ଧମାଳ ମହାସମାବେଶରେ ଯୋଗଦେବେ

ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

read your brain
ବାକ୍‌ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ବରଦାନ; ଭାବନା ପଢି ସଙ୍ଗେସଙ୍ଗେ ଅନୁବାଦ କରିବ ମେସିନ୍‌ !

ଷ୍ଟ୍ରୋକ୍ ପୀଡିତ ଏବଂ ଅନ୍ୟମାନେ ଯେଉଁମାନେ କଥା କହିବାର କ୍ଷମତା ହରାଇଛନ୍ତି, ଏହି ଟେକ୍ନୋଲୋଜିରୁ ସେମାନେ ଉପକୃତ ହୋଇପାରିବେ, ସେମାନଙ୍କୁ ସେମାନଙ୍କ ଭାବନା ପ୍ରକାଶ କରିବା ସହ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ମାଧ୍ୟମ ହୋଇପାରିବ।

Digital arrest
ସାଇବର ଠକଙ୍କ ନୂଆ ଚାଲ୍‌ 'ଡିଜିଟାଲ୍‌ ଆରେଷ୍ଟ'; ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Roadshow
ନଡ୍ଡାଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ରାଜଧାନୀରେ କରିବେ ରୋଡ୍ ସୋ’

ନଡ୍ଡା ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

ramaranjan-baliarsingh-quits-BJP
ସତ୍ୟବାଦୀରେ ଭୋଟ୍ ପୂର୍ବରୁ ବିଜେପିକୁ ଧକ୍କା; ଦଳ ଛାଡ଼ିଲେ ରମା ବଳିୟାରସିଂହ

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Political violence in Khallikot
ଖଲ୍ଲିକୋଟରେ ରାଜନୈତିକ ହିଂସା; ଚାଲିଗଲା ଜଣଙ୍କର ଜୀବନ

ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା । ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବା ଏହାକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।