ଦିନେ ଥିଲେ ଗାଁର ସରପଞ୍ଚ । ଏବେ ସାଂସଦ ପ୍ରାର୍ଥୀ ହୋଇ ଲଢ଼ୁଛନ୍ତି ନିର୍ବାଚନ । ସରପଞ୍ଚ ହେବା ପୂର୍ବରୁ ଯେମିତି ଥିଲେ, ସରପଞ୍ଚ ହେବା ପରେ ବି ଠିକ୍ ସେଇଆ । ଦେଖୁ ନାହାନ୍ତି କେମତି କାନ୍ଧରେ କଦାଳ ଧରି ବାହାରିଛନ୍ତି କ୍ଷେତକୁ ।
ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ...
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୪ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ସନ୍ଧ୍ୟା ୦୭.୨୫ ଗତେ ୨ୟା। ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ସନ୍ଧ୍ୟା ୦୭.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ମହାପ୍ରଭୁ ସିନ୍ଧ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହୁଏ କୋଠ ଭୋଗ । ଦେଖନ୍ତୁ ମହାପ୍ରଭୁଙ୍କ କୋଠ ଭୋଗ ଓ ଜାଣନ୍ତୁ କାଳିଆ ଆଉ ଏକ ଲୀଲା
ପୁଅର କଥା କହି କହି କାନ୍ଦୁଛି ମା’ । କୋହ ସମ୍ଭାଳି ପାରୁନି, କି କଥା ବି ଠିକ୍ ସେ କହିପାରୁନି । କେବଳ ପୁଅର କଥାକୁ ମେନେପକାଇ ବାହୁନି ବାହୁନି ଆଖିରୁ ଲୁହ ଝରାଉଛି । କେମିତି ଅବା କୋହ ସମ୍ଭାଳିବ । ସିଏ ପରା ମା’...
ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।
ଦର୍ଶକ ବନ୍ଧୁ ଏ ଦୃଶ୍ୟ ଆପଣଙ୍କୁ ଟିକିଏ ବିଚଳିତ କରିପାରେ । ଆଉ ଆପଣ ନିହାତି ଭାବୁଥିବେ ଏହି ଦୁଇ ଜଣ ଯୁବତୀଙ୍କ ଏମିତି କ’ଣ ହୋଇଛି । ହଁ ଦର୍ଶକ ବନ୍ଧୁ, ଏ ଚଳନ୍ତା ଟ୍ରେନ୍ର ଦୃଶ୍ୟ... ଏ ଦୁଇ ଜଣ ଯୁବତୀଙ୍କୁ କାଳେ ଭୂତ ଲାଗିଛି...
ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।
ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ।
ରାଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି।
ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ ମୋଦି।
ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।
ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ।
ଅଏଲ୍ ଇଣ୍ଡିଆ ଏପରି କୌଣସି ଆଡଭାଇଜରି ଜାରି କରିନି। ଅଟୋମୋବାଇଲ୍ ନିର୍ମାତାମାନେ ଉତ୍ପାଦନ ଆବଶ୍ୟକତା ଏବଂ ପରିବେଶର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଯାନବାହାନର ଡିଜାଇନ୍ କରନ୍ତି।
ଇରାନ୍ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ।
ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ...
ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି।
ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।
ପ୍ରଭୁ ବଳଦେବଜୀଉଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା । ଶ୍ରୀକ୍ଷେତ୍ର ଓ ତୁଳସୀ କ୍ଷେତ୍ର ମଧ୍ୟରେ କ’ଣ ରହିଛି ସମ୍ପର୍କ...
ସରକାର୍ କା ମାଲ୍ ଦରିଆ ମେ ଡାଲ୍ । ମୁକ୍ତା ଯୋଜନାରେ ଆସୁଥିବା ଅର୍ଥ ଆତ୍ମସାତ୍ ଅଭିଯୋଗ ।