• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Shot DJ Dead
ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଅଭିଯୁକ୍ତ ଅନ୍ୟ ଚାରିଜଣଙ୍କ ସହ ରାତି ପ୍ରାୟ ଗୋଟାଏ ବେଳେ ବାରରେ ପହଞ୍ଚିଥିଲେ ଏବଂ ବାର୍ କର୍ମଚାରୀଙ୍କୁ ମଦ ଦେବାକୁ କହିଥିଲେ। ରାତି ଅନେକ ହୋଇଯାଇଥିବା ବେଳେ ବାର୍‌ କର୍ମଚାରୀ ମଦ ଦେବାପାଇଁ ମନା କରିଥିଲେ।

Massive Landslide In Papua New Guinea
ପ୍ରକୃତିର କରାଳରୂପ; ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ

ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି, ଅଟ୍ଟାଳିକା ଓ ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଯାହାକି ଦେଶର ଆର୍ଥିକ ଜୀବନରେଖା ଉପରେ ଗଭୀର ପ୍ରଭାବ ପକାଇବ। ଏଥିସହ ପୋରଗେରା ମାଇନ୍‌ର ମୁଖ୍ୟ ରାଜପଥ ସଂପୂର୍ଣ୍ଣ ଅବରୋଧ ହୋଇ ରହିଛି।

Twins
ମାଟ୍ରିକ୍‌ରେ ଯାଆଁଳା ଭଉଣୀଙ୍କ ବାଜିମାତ୍‌; ଉଭୟ ପାଇଲେ A1 ଗ୍ରେଡ୍‌

ଭବିଷ୍ୟତରେ ସୁଚରିତା କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାବେଳେ ସୁଚିଶ୍ମିତା ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Organ Donation
ସାନ ସିନା ଦାନ ତା ମହାନ; ୨୧ମାସର ଶିଶୁ ବଞ୍ଚାଇଲା ଦୁଇ ଜୀବନ

ଚେନ୍ନାଇର ଡାକ୍ତର ଟିମ୍ ଓ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ୍ ମେଡିକାଲରେ ପହଞ୍ଚି ଶିଶୁଟିର ହାର୍ଟ ଓ ଲିଭର ପ୍ରତିରୋପଣ ପାଇଁ ନେଇଛନ୍ତି। ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଅନ୍ୟ ଏକ ଶିଶୁର ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ।

Pregnant lady died
ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ; ଖଟିଆରେ ଛୁଆକୁ ଜନ୍ମଦେଇ ଆଖିବୁଜିଲା ମା'

ରାସ୍ତାରେ ନବଜାତକକୁ ଜନ୍ମ ଦେଇଥିଲେ ସବିତା । ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମାଆ ଏବଂ ଛୁଆକୁ ଭର୍ତ୍ତି କରାଯାଇଥିବା ବେଳେ ସବିତାଙ୍କ ମୃତ୍ୟୁ ହୋଇଥିଲା।

Matric Result
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ; ପାସ୍‌ହାର ୯୬.୦୭%

ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

Huge Fire At Delhi Children's Hospital
ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।

EVM
ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିଭିନ୍ନ ସ୍ଥାନରେ EVM ଟାମ୍ପରିଂ ଅଭିଯୋଗ, ବଢିଲା ଅସନ୍ତୋଷ

ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।

Polling party bus hits truck
ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

prashant jagdev arrest
EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି।

Scholarship
ମହିଳା ସ୍ୱରରେ କଲ୍‌ କରି ୭ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍‌ରେ ନେଇ ଦୁଷ୍କର୍ମ କରୁଥିଲା।

SBI
SBIରେ ଆକାଉଣ୍ଟ ଥିଲେ ସାବଧାନ ! ଏହି ଲିଙ୍କରେ କ୍ଲିକ୍ ନକରିବାକୁ ଚେତାବନୀ ଜାରି କଲା ବ୍ୟାଙ୍କ

ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।

ECM Is Not Working
ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର୍‌; କାମ ଦେଉନି EVM

ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।

Lok Sabha Elections 2024- Phase 6
ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟ୍ ଗ୍ରହଣ

ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି ।

Smriti irani
ଆଜି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ; ୩ଟି ସ୍ଥାନରେ କରିବେ ନିର୍ବାଚନୀ ସଭା

ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି।

Panchang
Panchang Today 25th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର...

group-clash-in-Khandapada
ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।

Sarbatra Jagannath
କଥାକୁହେ କାଳିଆର ନୀଳଚକ୍ର

ପୁରୀର ଅଠାଇଶ ଗାଁ । ପୂଜା ପାଆନ୍ତି ସିଦ୍ଧ ବଳରାମ ଦେବ । ଜାଣନ୍ତୁ ମହାପ୍ରଭୁଙ୍କ ଆଉ ଏକ ସୁନ୍ଦର ଲୀଳା

Maa Dhari Devi Temple
ପ୍ରତିଦିନ ରୂପ ବଦଳାନ୍ତି ମା’

ଏମିତି ମନ୍ଦିର... ଯେଉଁଠି ବାରମ୍ବାର ରୂପ ବଦଳାନ୍ତି ଭଗବାନ । ଗୋଟିଏ ଦିନରେ ତିନି ତିନିଟି ରୂପ ଧାରଣ କରନ୍ତି । ମା’ଙ୍କ ଏହି ଚମତ୍କାର ଦେଖି ଭକ୍ତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଧ୍ୟାତ୍ମିକ ହୋଇଉଠେ ମନ୍ଦିର ପରିସର ।

No vote
ପୂରଣ ହେଲାନି ପ୍ରତିଶ୍ରୁତି, ଭୋଟ୍‌ ଦେଲେନି ଗ୍ରାମବାସୀ

ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍‌ ଟ୍ୟପ୍‌ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍‌ ଦେଲେନି ଗ୍ରାମବାସୀ ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।