• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

DL
ଏଥର ସହଜରେ ମିଳିବ DL !

ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।

Video of possessed girls
ସତରେ କଣ ଭୂତ ଲାଗେ ?

ଦର୍ଶକ ବନ୍ଧୁ ଏ ଦୃଶ୍ୟ ଆପଣଙ୍କୁ ଟିକିଏ ବିଚଳିତ କରିପାରେ । ଆଉ ଆପଣ ନିହାତି ଭାବୁଥିବେ ଏହି ଦୁଇ ଜଣ ଯୁବତୀଙ୍କ ଏମିତି କ’ଣ ହୋଇଛି । ହଁ ଦର୍ଶକ ବନ୍ଧୁ, ଏ ଚଳନ୍ତା ଟ୍ରେନ୍‌ର ଦୃଶ୍ୟ... ଏ ଦୁଇ ଜଣ ଯୁବତୀଙ୍କୁ କାଳେ ଭୂତ ଲାଗିଛି...

Odisha Visit
ଓଡ଼ିଶାରେ ବିଜେପିର ଧୂଆଁଧାର ପ୍ରଚାର; ଆଜି ଆସିବେ ଯୋଗୀ-ନଡ୍ଡା-ହିମନ୍ତ

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।

Panchang Today
Panchang Today 23rd May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ।

Israel
ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପଛରେ ଇସ୍ରାଏଲ୍‌ର ହାତ !

ରାଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି।

PM Modi
ଦୁର୍ନୀତି ଓ ଦାଦନ ନେଇ ବର୍ଷିଲେ ମୋଦି; ଗୁଜରାଟରେ ଅଛନ୍ତି ଓଡ଼ିଶାର ସବୁ ବ୍ଲକ୍‌ର ଲୋକ

ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ ମୋଦି।

PM Modi in Cuttack
କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍‌ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।

PM Modi
ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ।

Oil India
ତେଲ ଟାଙ୍କି ଫୁଲ୍‌ କଲେ ହେବନି ବିସ୍ଫୋରଣ; ଗୁଜବ ନେଇ ଏମିତି କହିଲା ଅଏଲ୍ ଇଣ୍ଡିଆ

ଅଏଲ୍ ଇଣ୍ଡିଆ ଏପରି କୌଣସି ଆଡଭାଇଜରି ଜାରି କରିନି। ଅଟୋମୋବାଇଲ୍ ନିର୍ମାତାମାନେ ଉତ୍ପାଦନ ଆବଶ୍ୟକତା ଏବଂ ପରିବେଶର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଯାନବାହାନର ଡିଜାଇନ୍ କରନ୍ତି।

 Iran President Ebrahim Raisi
ଇରାନ୍‌ରେ ହେଲିକପ୍ଟର କ୍ରାସ୍‌; ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ବହୁ ଅଧିକାରୀ ମୃତ

ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ।

Panchang Today
Panchang Today 20th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ...

fifth phase Lok Sabha election
ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି।

Second Phase Election Odisha
ଭୋଟ୍‌ ଦେଉଛି ଓଡ଼ିଶା; ୫ ଲୋକସଭା ସହ ୩୫ ବିଧାନସଭା ଆସନ ପାଇଁ ମତଦାନ

ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।

Baladevjew Temple in Kendrapara
ମହାପ୍ରଭୁଙ୍କ ବେଶ କଥା

ପ୍ରଭୁ ବଳଦେବଜୀଉଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା । ଶ୍ରୀକ୍ଷେତ୍ର ଓ ତୁଳସୀ କ୍ଷେତ୍ର ମଧ୍ୟରେ କ’ଣ ରହିଛି ସମ୍ପର୍କ...

Yojanara Na Hariloot
ମୁକ୍ତା ଅର୍ଥରେ ମାଲାମାଲ୍‌

ସରକାର୍‌ କା ମାଲ୍‌ ଦରିଆ ମେ ଡାଲ୍‌ । ମୁକ୍ତା ଯୋଜନାରେ ଆସୁଥିବା ଅର୍ଥ ଆତ୍ମସାତ୍‌ ଅଭିଯୋଗ ।

Treatment
କଷ୍ଟରେ କଷ୍ଟରେ ସରିଯିବକି ମୋ ପିଲାଦିନ ?

ସେ ହସୁଥିଲା । ତା’ ହସ ଦେଖି ବାପା-ମା’ ଆନନ୍ଦ ପାଉଥିଲେ । ସବୁ ବାପା-ମା’ଙ୍କ ଆନନ୍ଦ ତ ପିଲାମାନଙ୍କ ପାଖରେ ଥାଏ । ହେଲେ ସେ ଆନନ୍ଦ ଆଉ ବାପା-ମା’ଙ୍କ ପାଖରେ ନାହିଁ । କାରଣ ଯେଉଁପୁଅ ଦିନେ ହସୁଥିଲା, ସେ ଯେମିତି ହସ ଭୁଲିଯାଇଛି ।

Patanjali
ଖରାପମାନର ସୁନ ପାମ୍ପୁଡି ବିକି ଅଡୁଆରେ ପତଞ୍ଜଳି; ବନ୍ଧା ହେଲେ କର୍ମଚାରୀ

୨୦୧୯ ଅକ୍ଟୋବର ୧୭ରେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର ପିଥୋରାଗଡର ବେରିନାଗର ମୁଖ୍ୟ ବଜାରରେ ଥିବା ଲୀଲାଧର ପାଠକଙ୍କ ଦୋକାନ ଯାଞ୍ଚ କରିଥିଲେ। ସେଠାରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଚଢାଉ କରାଯାଇଥିଲା।

bears
‍ଭାଲୁର ଗଛ ଚଢ଼ା

ଭାଲୁ ଗଛ ଚଢ଼େ ? ନା ଗଛ ଚଢ଼ିପାରେ ନି ? କିଛି ଲୋକ ହଁ ବୋଲି କହିବେ । ଆଉ କିଛି ଲୋକ ନା ମଧ୍ୟ କହିବେ । ହେଲେ ଦର୍ଶକ ବନ୍ଧୁ ଆପଣଙ୍କର ଏ ଦ୍ୱନ୍ଦ୍ୱ ଏବେ ହିଁ ଦୂର ହୋଇଯିବ ।

Shreemayee Mishra
କୁଆଡ଼େ ଗଲେ ଶ୍ରୀମୟୀ ?

କୁଆଡ଼େ ଗଲେ ଶ୍ରୀମୟୀ ? ଭୁବନେଶ୍ୱରରେ ଅଛନ୍ତି ନା ବଲାଙ୍ଗୀରରେ ? ସବୁବେଳେ ଆକ୍ଟିଭ୍‌ ରହୁଥିବା ନେତ୍ରୀ ଯେମିତି ପଡ଼ିଯାଇଛନ୍ତି ନିରବ । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମୟୀ ମିଶ୍ରଙ୍କ ଦେଖା ମିଳୁନି ।

MODI-RAJNATH
ଓଡ଼ିଶାଗସ୍ତରେ ବିଜେପି ହେଭିୱେଟ୍; ଆଜି ଆସିବେ ମୋଦି-ରାଜନାଥ

ଆଜି ତୃତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।