ମୁଁ ଯେତେବେଳେ ଦେଖେ ମୋ ଭାଇ ପାଠ ପଢ଼େ । ମତେ ଯାହାବି ପାଠ ଆସେନି ମୋ ଭାଇ ମତେ କହିଦିଏ । ଆଉ ଆଜି ମୋ ଭାଇ ପାଇଁ ମୁଁ ବହୁତ ଖୁସି । କାରଣ ମାଟ୍ରିକ ପରୀକ୍ଷାରେ ଏ କୁନି ଭଉଣୀର ଭାଇ ୯୩% ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛି ।
Published By: Sonali Ojha
Last updated: 29 May 2024, 08:28 AM IST
କୁଣ୍ଡେଶ୍ୱର ଗ୍ରାମର ରତ୍ନାକର ପାତ୍ର ଏବଂ ଶୁଭଦ୍ରା ପାତ୍ରଙ୍କ ଝିଅ ଗାୟତ୍ରୀ ପିଲାଟି ଦିନରୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିଲେ ମଧ୍ୟ କେବେ ହତୋତ୍ସାହିତ ହୋଇନାହାନ୍ତି ।